Odisha Link
Bridging the Missing Links in Odisha

ଗାତରେ ପଡ଼ି ଚାଲିଗଲା ଦୁଇ ଶିଶୁକନ୍ୟାଙ୍କ ଜୀବନ

ରାସ୍ତା କାମ ପାଇଁ ଖୋଳା ଯାଇଥିବା ଏହି ଗାତରେ ୨ ଶିଶୁ କନ୍ୟା ପଡିଯାଇଥିଲେ

ଓଏଲ୍‌ ବ୍ୟୁରୋ : ଚିତ୍ରକୋଣ୍ଡା ପଞ୍ଚାୟତ ସ୍ଥିତ ଢେପାସାହିରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ରାସ୍ତା କାମ ପାଇଁ ଚିତ୍ରକୋଣ୍ଡା ପଞ୍ଚାୟତ ଢେପାସାହିରେ ଖୋଳା ଯାଇଥିଲା ଗାତ। ଖୋଳା ଯାଇଥିବା ଗାତ ପାଖରେ ଖେଳୁଥିଲେ ଦୁଇ ଶିଶୁକନ୍ୟା।

ଖେଳିବା ବେଳେ ଗାତରେ ୨ ଶିଶୁକନ୍ୟା ପଡ଼ିଯାଇଥିବା ସୂଚନା। ରାସ୍ତା କାମ ପାଇଁ ଖୋଳା ଯାଇଥିବା ଏହି ଗାତରେ ୨ ଶିଶୁ କନ୍ୟା ପଡିଯାଇଥିଲେ। ତେବେ ପାଣି ଗାତରେ ପଡ଼ିଯିବାରୁ ୨ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.