Odisha Link
Bridging the Missing Links in Odisha
Daily Archives

February 3, 2023

ରେଳ ବଜେଟରେ ଓଡ଼ିଶାକୁ ମିଳିଲା ୧୦ ହଜାର…

ଓଏଲ୍‌ ବ୍ୟୁରୋ : ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ନେଇ ରେଳ ମନ୍ତ୍ରୀ ଗଣମାଧ୍ୟମ ସାମ୍ନାରେ ମତ ରଖିଛନ୍ତି।ଚଳିତବର୍ଷ ଠାରୁ ରେଳପଥ ନିର୍ମାଣ କାମ ବୃଦ୍ଧି କରାଯିବ। ଚଳିତବର୍ଷ ୨୮୦ କିମି ରେଳପଥ ନିର୍ମାଣ କରାଯିବ। ୫୭ଟି ଷ୍ଟେସନର ଆଧୁନିକୀକରଣ ହେବ କହିଲେ ରେଳ ମନ୍ତ୍ରୀ। ରେଳ ବଜେଟରେ ଓଡିଶାକୁ ୧୦ ହଜାର…

ଜୁଲାଇ ସୁଦ୍ଧା ୟୁଜି ପରୀକ୍ଷା ଫଳ

ଓଏଲ୍‌ ବ୍ୟୁରୋ : ୟୁଜି ପରୀକ୍ଷା ଫଳକୁ ନେଇ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ। ଆସନ୍ତା ଜୁଲାଇ ୭ତାରିଖ ସୁଦ୍ଧା ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ କରିବାକୁ ସବୁ କୁଳପତି ଓ କଲେଜ୍ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି। କୋର୍ସ ସରିନଥିବାରୁ ପରୀକ୍ଷାରେ ବିଳମ୍ବ…

ଗୁଳି ଫୁଟାଇ ଲୁଟିନେଲେ ଦୁର୍ବୁତ୍ତ

ଓଏଲ୍‌ ବ୍ୟୁରୋ : ସୁରକ୍ଷା ଯେତେ ଶକ୍ତ ହେଲେ ମଧ୍ୟ ହତ୍ୟା ଏବଂ ଲୁଟ୍‌ ବଢ଼ିବାରେ ଲାଗିଛି। ଲୁଟେରା ମାନେ ନୂଆ ନୂଆ ଉପାୟରେ ଲୁଟ୍‌ କରିବାରେ ଲାଗିଛନ୍ତି। ତେବେ ଏକ ବ୍ୟାଙ୍କରୁ ଲୁଟ୍‌ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଢେଙ୍କାନାଳ କାମାକ୍ଷାନଗର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ…

“ଘଟଣାର କିଛି ତଥ୍ୟ ଆସିଛି, ଆଉ…

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ଚାଲିଛି ତଦନ୍ତ। ଏହି ହତ୍ୟା ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତେବେ ଏହି ଘଟଣାର ତଦନ୍ତ ଚାଲିଥିବାବେଳେ ନବ ଦାସଙ୍କ ମୃତ୍ୟୁକୁ ନେଇ ଡିଜି ସୁନିଲ ବଂଶଲଙ୍କ ପ୍ରେସମିଟ୍ ମାଧ୍ୟମରେ ନିଜର ମତ ରଖିଛନ୍ତି। ଡିଜି କହିଛନ୍ତି,…

ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ…

ଓଏଲ୍‌ ବ୍ୟୁରୋ : ଜୟପୁରର ବିକ୍ରମଦେବ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବରେ ଯୋଗ ଦେଇଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଗଲା ବୋଲି ଘୋଷଣା କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ…

ପିଏସ୍‌ଓ ଫେରାଇଲେ ବିରୋଧୀ ଦଳ ନେତା…

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ତଦନ୍ତ ଜାରି ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ପୁଲିସ ଗୁଳିରେ ମୃତ୍ୟୁ ବରଣ କରିଥିବାରୁ ପୁଲିସ ବିଭାଗକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତାଙ୍କର ପିଏସଓ ଫେରାଇଦେଇଥିବା…

ହିନ୍ଦୀ ଭାଷାରେ ରିଲିଜ୍ ହେଲା…

ଓଏଲ୍‌ ବ୍ୟୁରୋ : ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂତନ ଇତିହାସ ଯୋଡିଲା 'ଦମନ'। ଆଜି ହିନ୍ଦୀ ଭାଷାରେ ରିଲିଜ୍ ହୋଇଛି ’ଦମନ’। ଶୁକ୍ରବାର ଦେଶର ୩ଶହରୁ ଊର୍ଧ୍ୱ ହଲରେ ଦର୍ଶକ ଦେଖିବେ ଏହି ଫିଲ୍ମ। ମୁମ୍ବାଇର ପିଭିଆର ହଲରେ ଏହି ଫିଲ୍ମର ହୋଇଛି ପ୍ରିମିୟର ସୋ। ଏଥିପାଇଁ ଦମନର ପୂରା ଦଳ ମୁମ୍ବାଇ ଗସ୍ତରେ…

ଭାରତ ଆକାଶରେ ପୁଣି ଥରେ ପାକିସ୍ତାନୀ…

ଓଏଲ୍‌ ବ୍ୟୁରୋ : ପୁଣି ଭାରତ ଆକାଶରେ ଦେଖିବାକୁ ମିଳିଲା ପାକସ୍ତାନୀ ଡ୍ରୋନ୍। ଭାରତ ଆକାଶରେ ଉଡୁଥିବା ପାକସ୍ତାନୀ ଡ୍ରୋନ୍ ଗୁଳି କରି ଖସାଇଲେ ବିଏସଏଫ ଯବାନ। ତେବେ ଏହି ପାକସ୍ତାନୀ ଡ୍ରୋନ୍ ପଞ୍ଜାବର ଅମ୍ରିତସରରେ ଏହି ଦେଖିବାକୁ ମିଳିଥିବା ଜଣା ପଡିଛି। ବାରମ୍ବାର ଭାରତ ସୀମା ଭିତରେ ପାକସ୍ତାନୀ ଡ୍ରୋନ…

ଅଡ଼ୁଆରେ ବିଧାୟକ ବିଜୟ ଶଙ୍କର ଦାସ

ଓଏଲ୍‌ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବେ ଅଡୁଆରେ ପଡିଛନ୍ତି। ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକାଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟରେ ସୋମାଲିକା କରିଥିବା ଆବେଦନର ଶୁଣାଣି କରି ଏତଲା ପଞ୍ଜିକରଣ…

ନବ ଦାସ ହତ୍ୟା ମାମଲା : ଗୋପାଳଙ୍କୁ ଔଷଧ…

ଓଏଲ୍‌ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ଏହି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତେବେ ଏହି ହତ୍ୟା ମାମଲାର ତଦନ୍ତ ପାଇଁ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡରେ କ୍ରାଇମବ୍ରାଞ୍ଚ ଟିମର ଖୋଳତାଡ ଜାରି ରହିଛି। ଗୋପାଳଙ୍କ ମାନସିକ ଅବସ୍ଥା ଠିକ ନଥିବାରୁ ମେଡିସିନ…