Odisha Link
Bridging the Missing Links in Odisha
Daily Archives

February 8, 2023

ତୁର୍କୀରେ ଭୂକମ୍ପର ତାଣ୍ଡବ, ଧ୍ୱଂସାବଶେଷ…

ଓଏଲ୍‌ ବ୍ୟୁରୋ : ପ୍ରକୃତିର ବିଚିତ୍ର ଲୀଳାରେ ଫସିଯାଇଛି ହଜାର ହଜାର ଜୀବନ। ତୁର୍କୀ ଓ ସିରିଆ ଭୂକମ୍ପର ବୀଭତ୍ସ ଚିତ୍ର ବିଶ୍ୱବାସୀଙ୍କ ମନ ଆନ୍ଦୋଳିତ କରୁଛି। ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୯ହଜାରରୁ ଅଧିକ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଆଶଙ୍କା କରାଯାଉଛ। ସୂଚନା…

ନବ ଦାସ ହତ୍ୟାକାଣ୍ଡ : ପୁଣି ୫ଦିନ…

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ଜାରି କରିଛି ତଦନ୍ତ। ଅଭିଯୁକ୍ତ ଗୋପାଳକୁ ଗିରଫ କରି ତଦନ୍ତ କରୁଥିବାବେଳେ ତାଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ। ଆଜି ଗୋପାଳର ରିମାଣ୍ଡର ଅବଧି ଶେଷ ହୋଇଥିବାବେଳେ ପୁଣିଥରେ ତାକୁ…

‘ମୁଖ୍ୟମନ୍ତ୍ରୀ ହେବା ଆଶା ନବଙ୍କ…

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ଜାରି କରିଛି ତଦନ୍ତ। ଅଭିଯୁକ୍ତ ଗୋପାଳକୁ ଗିରଫ କରି ତଦନ୍ତ କରୁଥିବାବେଳେ ତାଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ। ଘଟଣାର ତଦନ୍ତ ଜାରି ରହିଥିବାବେଳେ ହତ୍ୟାକୁ ନେଇ ବିସ୍ଫୋରକ…

‘ଓଡ଼ିଶା ପୁଲିସ ଉପରେ ଆମର ଭରସା…

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ଜାରି କରିଛି ତଦନ୍ତ। ଗତକାଲି ହତ୍ୟାକାଣ୍ଡର ତଦନ୍ତ ପାଇଁ ଗୋପାଳଙ୍କୁ ନେଇ ବ୍ରଜରାଜନଗରରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ। ନବ ଦାସଙ୍କ ହତ୍ୟାର କ୍ରାଇମ୍ ସିନ୍ ରିକ୍ରିଏସନ ହୋଇଥିଲା। ହତ୍ୟାକାଣ୍ଡର ତଦନ୍ତ ଘଟଣାକୁ ନେଇ…

କଂଗ୍ରେସରେ ଯୋଗଦେବେ ପୂର୍ବତନ ମୁଖ୍ୟ…

ଓଏଲ୍‌ ବ୍ୟୁରୋ : କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ନୂଆଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ଉପସ୍ଥିତିରେ ଯୋଗ ଦେବେ ବୋଲି ଜଣାପଡିଛି। ସେ ରାହୁଲ ଗାନ୍ଧୀଙ୍କ ସହ ଭେଟିବା ପରେ ଦଳରେ ଯୋଗ ଦେବେ। କଂଗ୍ରେସର…

ଓଡ଼ିଶା ଆସିବେ ରାଷ୍ଟ୍ରପତି, ସୁରକ୍ଷା…

ଓଏଲ୍‌ ବ୍ୟୁରୋ : ଆସନ୍ତା ୧୦ ତାରିଖରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ କମିଶନରେଟ୍‌ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଭାବେ ପ୍ରସ୍ତୁତ କରୁଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୨୦୦ରୁ ଅଧିକ ଅଫିସର…

ଦୁର୍ଘଟଣାରେ ଜଳିଗଲା ଟ୍ରକ୍, ଡ୍ରାଇଭର…

ଓଏଲ୍‌ ବ୍ୟୁରୋ : ରେଢ଼ାଖୋଲ ନାକଟିଦେଉଳ ରାସ୍ତାର ତେରବେଡା ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡ଼ିଛି। ତେରବେଡା ଗାଁ ନିକଟରେ ଭାରସାମ୍ୟ ହରାଇ ୧୨ ଚକିଆ ଟ୍ରକ ଓଲଟିଯାଇଥିବା କୁହାଯାଉଛି। ଭାରସାମ୍ୟ ହରାଇ ଟ୍ରକ୍‌ ଓଲଟିଯିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଟ୍ରକ୍‌ ଓ ଡ୍ରାଇଭର।…

ଜଗତପୁର ଟ୍ରକ୍‌ ଟର୍ମିନାଲରୁ ମିଳିଲା…

ଓଏଲ୍‌ ବ୍ୟୁରୋ : ଦିନକୁ ଦିନ ହତ୍ୟା ଏବଂ ଲୁଣ୍ଠନ ଘଟଣା ବଢ଼ିବାରେ ଲାଗିଛି। ତେବେ କଟକ ଜଗତପୁର ଟ୍ରକ୍‌ ଟର୍ମିନାଲରୁ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଟ୍ରକ୍‌ ଟର୍ମିନାଲରୁ ଉଦ୍ଧାର ହୋଇଛି ଜଣେ ମହିଳାଙ୍କ ମୃତଶରୀର। ସୂଚନା ଅନୁସାରେ, ମୃତ ମହିଳା ଜଣକ ହେଲେ ସ୍ଥାନୀୟ ଅଞ୍ଚଳର କୁନି ସାହୁ।…

୭୦ ହଜାର ପୁଲିସଙ୍କ ହେବ ମାନସିକ ଯାଞ୍ଚ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ରାଜନୀତିର ପାଓ୍ବାରଫୁଲ ନେତା ତଥା ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା କ୍ରାଇମବ୍ରାଞ୍ଚର ନିଦ ହଜାଇ ଦେଇଛି। ଦିନ ଗଡ଼ିବା ସହ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗତକାଲି କ୍ରାଇମସ୍ପଟରେ ନକଲି ବନ୍ଧୁକରେ ଅସଲି ଅପରାଧର ଡେମୋ ଦେଖାଇଥିଲା ଗୋପାଳ।…

ତୁର୍କୀରେ ପ୍ରକୃତିର ତାଣ୍ଡବ, ୮ ହଜାର…

ଓଏଲ୍‌ ବ୍ୟୁରୋ : ତୁର୍କୀରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଭୂକମ୍ପରେ ଥରି ଉଠିଛି ତୁର୍କୀ ଓ ସିରିଆ। ଭୂକମ୍ପ କାରଣରୁ ୮ ହଜାର ଟପିଲାଣି ମୃତକଙ୍କ ସଂଖ୍ୟା। ତୁର୍କୀରେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ସିରିଆରେ ମଧ୍ୟ ୨୫୦୦ରୁ ଅଧିକଙ୍କ ମୃତ୍ୟୁ ହେବାର ଜଣା ପଡ଼ିଛି। ଏବେ ବି…