କାଲି ଶ୍ରୀଲଙ୍ଗରାଜଙ୍କ ରୁକୁଣା…
ଓଏଲ୍ ବ୍ୟୁରୋ : ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହା ଓଡ଼ିଶାର ଭୁବନେଶ୍ୱରଠାରେ ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ। ଏହା ପୁରୀର ରଥଯାତ୍ରାଠାରୁ ମଧ୍ୟ ଅଧିକ ପୁରୁଣା ଯାତ୍ରା। ଏବର୍ଷ ଏପ୍ରିଲ୍ ୨୯ ତାରିଖ ଶନିବାର ପଡ଼ୁଛି ପବିତ୍ର ଅଶୋକାଷ୍ଟମୀ। ଏହି ତିଥିରେ ବିଧି…