Odisha Link
Bridging the Missing Links in Odisha

ଆଇପିଏଲ ୨୦୨୩: ପ୍ରଥମ ମ୍ୟାଚରେ ଟସ୍‌ ଜିତିଲା ଗୁଜରାଟ ଟାଇଟନ୍ସ, ପ୍ରଥମେ ବ୍ୟାଟିଂ କରିବ ସିଏସ୍‌କେ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ମହାସମର । ପ୍ରଥମ ମୁକାବିଲା ୪ଥରର ଚମ୍ପିଆନ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ଓ ଗତଥରର ଚମ୍ପିଆନ୍‌ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି। ଗୁଜୁରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ଚେନ୍ନାଇ ସୁପର କିଙ୍ଗସ୍‌ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇବ ।

ଗୁଜରାଟ ଟାଇଟନ୍ସ: ହାର୍ଦ୍ଦିକ୍‌ ପାଣ୍ଡ୍ୟା(ଅଧିନାୟକ), ଶୁବମାନ ଗିଲ୍‌, ରିଦ୍ଧିମାନ ଶାହା, କେନ୍‌ ଓ୍ବିଲିୟମସନ୍‌, ଶୁବମାନ ଗିଲ, ବିଜୟ ଶଙ୍କର, ରାହୁଲ ଟଓ୍ବେଟିଆ, ରାଶିଦ୍‌ ଖାନ୍‌, ମହମ୍ମଦ ଶାମି, ଜୋସୁଆ ଲିଟିଲ୍‌, ୟଶ୍‌ ଦୟାଲ, ଆଲଜାରି ଯୋଶେଫ୍‌।

ଚେନ୍ନାଇ ସୁପରକିଙ୍ଗ୍ସ: ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ଡେଭନ୍‌ କନ୍‌ଓ୍ବେ, ଋତୁରାଜ ଗାଏକ୍ୱାଡ, ଅମ୍ବାତି ରାୟୁଡୁ, ମୋଇନ ଅଲୀ, ବେନ୍‌ ଷ୍ଟୋକ୍ସ, ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ମିଚେଲ୍‌ ସାଣ୍ଟନର, ଦପକ ଚହର, ରାଜବର୍ଦ୍ଧନ ହଙ୍ଗରଗେକର୍‌,

Leave A Reply

Your email address will not be published.