Odisha Link
Bridging the Missing Links in Odisha
Monthly Archives

April 2023

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ରଞ୍ଜନ…

ଭୁବନେଶ୍ବର: ଶ୍ରୀ ଜଗନ୍ନାଥ ମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ହେଲେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ। ପ୍ରଥମ ଥର ପାଇଁ ରାଜ୍ୟ ସରକାର ଜଣେ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ ନଦେଇ କେବଳ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବ ଦେଇଛନ୍ତି…

ANI ଟ୍ବିଟର ଆକାଉଣ୍ଟରେ ତାଲା

ଓଏଲ୍‌ ବ୍ୟୁରୋ: ଏସିଆନ ନ୍ୟୁଜ ଇଣ୍ଟରନ୍ୟାସନାଲ (ଏଏନଆଇ)ର ଟ୍ବିଟର ଆକାଉଣ୍ଟରେ ତାଲା। ଯେଉଁ ଲୋକମାନେ ଏଏନଆଇକୁ ଫଲୋ କରୁଛନ୍ତି ସେମାନଙ୍କ ପାଇଁ ଖରାପ ଖବର। କାରଣଟ୍ୱିଟର କମ୍ପାନୀ ଭାରତର ସବୁଠୁ ବଡ଼ ସମାଚାର ଏଜେନ୍ସି, ଯାହାର ୭.୬ ମିଲିୟନ ଫଲୋୟର୍ସ ରହିଛି, ତାକୁ ବନ୍ଦ କରିଦେଇଛି। ଏହି ନ୍ୟୁଜ…

ଘାଟିରୁ ଖସିଲା ଆମ୍ବୁଲାନ୍ସ, ଦୁଇ ଯବାନ…

ଓଏଲ୍‌ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଘଟିଥିବା ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଘାଟିରୁ ଆମ୍ବୁଲାନ୍ସ ଖସିବରୁ ଦୁଇ ଯବାନ ସହିଦ ହୋଇଛନ୍ତି। ଜମ୍ମୁ ଓ କଶ୍ମୀରର ରଜୌରୀ ଜିଲ୍ଲାରେ ଶନିବାର ଭାରତୀୟ ସେନାର ଏକ ଆମ୍ବୁଲାନ୍ସ ଘାଟିରୁ ଖସି ପଡ଼ିବାରୁ ଦୁଇ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ…

ପୁଣି ବଢ଼ିଲା ସିସୋଦିଆଙ୍କ ହେପାଜତ ଅବଧି

ଓଏଲ୍‌ ବ୍ୟୁରୋ: ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନିଷ ସିସୋଦିଆ। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏବେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ ଓ ଇଡି ହେପାଜତରେ ରହିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା…

ଇଡି ଜାଲରେ ‘ବାୟଜୁ’ର ୩ଟି…

ଓଏଲ୍‌ ବ୍ୟୁରୋ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାଲରେ 'ବାୟଜୁ'ର ୩ଟି କାର୍ଯ୍ୟାଳୟ। ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା) ନିୟମର ଉଲଙ୍ଘନ କରିଥିବା ଅଭିଯୋଗରେ ରବିନ୍ଦ୍ରନଙ୍କ ବାୟଜୁ ଓ ତାଙ୍କ କମ୍ପାନୀ ‘ଥିଙ୍କ୍ ଆଣ୍ଡ ଲର୍ନ ପ୍ରାଇଭେଟ ଲିମିଟେଡ’ ବେଙ୍ଗାଲୁରୁର ୨ଟି ବ୍ୟବସାୟୀକ ପ୍ରତିଷ୍ଠାନ ଓ…

ଦନ୍ତେୱାଡ଼ାରେ ୧୦ ଯବାନ ସହିଦ ଘଟଣା:…

ଓଏଲ୍‌ ବ୍ୟୁରୋ: ଦନ୍ତେୱାଡ଼ା ନକ୍ସଲ ହମଲାରେ ୧୦ ଯବାନ ସହିଦ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ନେଇ ତଦନ୍ତ ଜାରି ରହିଛି। ତେବେ ଏହି ଘଟଣା ସଂପର୍କରେ ଆଇଜି ପି.ସୁନ୍ଦରରାଜ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ୨ମାସ ପୂର୍ବରୁ ନକ୍ସଲ ରାସ୍ତାରେ ବୋମା ପୋତିଥିଲେ। ପୋତାଯାଇଥିବା ବୋମାରେ…

ତାଳଚେରର ୫ଟି ସ୍ଥାନରେ ଜିଏସଟି ରେଡ୍

ଓଏଲ୍‌ ବ୍ୟୁରୋ: ତାଳଚେରର ଦୁଇ ବ୍ୟବସାୟୀଙ୍କ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଜିଏସଟି ଚଢାଉ। ତାଳଚେରର ୫ଟି ସ୍ଥାନରେ ୨୦ ଜଣିଆ ଜିଏସଟି ଟିମ ଚଢାଉ କରିଥିବା ସୂଚନା ରହିଛି। ଅନୁଗୁଳ ଓ କଟକ ଡିଭିଜନ ଜିଏସଟିର ମିଳିତ ଚଢାଉ। ତେବେ ଏହି ଚଢ଼ାଉ ସମୟରେ ବ୍ୟବସାୟୀଙ୍କ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନରୁ କଣ…

ମେ’ ପ୍ରଥମ ସପ୍ତାହରେ ସୃଷ୍ଟି ହୋଇପାରେ…

ଓଏଲ୍‌ ବ୍ୟୁରୋ: ଆସନ୍ତା ମେ’ ମାସ ପ୍ରଥମ ସପ୍ତାହରେ ସୃଷ୍ଟି ହୋଇପାରେ ଏକ ଲଘୁଚାପ। ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଆଶଙ୍କା ଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଲଘୁଚାପଟି ବାତ୍ୟାର ରୂପ ନେବ…

ସ୍ୱାଭାବିକ ହେଉଛି ସମ୍ବଲପୁର ସ୍ଥିତି,…

ଓଏଲ୍‌ ବ୍ୟୁରୋ: ସମ୍ବଲପୁରରେ ପୁଣି କୋହଳ ହେଲା କର୍ଫ୍ୟୁ। ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର ସହରରେ ଜୀବନଯାତ୍ରା। ଲୋକମାନେ ନିଜ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ବାହାରକୁ ଆସୁଛନ୍ତି। ଆଜି ସମ୍ବଲପୁରର ଅନ୍ୟ ୨ ଥାନା ଅଞ୍ଚଳରୁ କର୍ଫ୍ୟୁ ହଟାଇ ଦିଆଯିବ। ପ୍ରେସମିଟରେ ସମ୍ବଲପୁର ଏସପି…

ଜଗା ଦର୍ଶନ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଗତକାଲିରୁ ଓଡ଼ିଶା ଆସିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ। ଓଡିଶା ଗସ୍ତରେ ଆସି ଜଗାଦର୍ଶନ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ମହାପ୍ରଭୁଙ୍କ ଦର୍ଶନ ପାଇଁ ପତ୍ନୀଙ୍କ ସହ ଶ୍ରୀମନ୍ଦିର ଗଲେ। ଗତକାଲିରୁ ଓଡ଼ିଶାରେ ଅଛନ୍ତି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ। ପୂର୍ବରୁ ପଶ୍ଚିମବଙ୍ଗ…