Odisha Link
Bridging the Missing Links in Odisha

ଇମ୍ରାନ ଖାନ୍ ଗିରଫ ଘଟଣା: ଇସଲାମାବାଦ ଆଇଜି ଓ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ସମନ ଜାରି

କୋର୍ଟ ଭିତରୁ ଉଠାଇ ନେବାକୁ ନାପସନ୍ଦ କଲେ ସୁପ୍ରିମକୋର୍ଟ।

ଓଏଲ୍‌ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଥିଲା। ଗିରଫ ହୋଇଥିଲେ ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗିରଫ ଘଟଣାରେ ହସ୍ତକ୍ଷେପ କଲେ ପାକିସ୍ତାନ ସୁପ୍ରିମକୋର୍ଟ। ୧ ଘଣ୍ଟା ମଧ୍ୟରେ ଇମ୍ରାନଙ୍କୁ ହାଜର ପାଇଁ ନିର୍ଦ୍ଦେଶ। ଘଣ୍ଟାଏ ଭିତରେ କୋର୍ଟରେ ହାଜର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। କୋର୍ଟ ଭିତରୁ ଉଠାଇ ନେବାକୁ ନାପସନ୍ଦ କଲେ ସୁପ୍ରିମକୋର୍ଟ। ଇସଲାମାବାଦ ଆଇଜି ଓ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ସମନ ଜାରି।

ଖବର ଅନୁସାରେ, ଇମ୍ରାନଙ୍କୁ ଗିରଫ କରିଥିଲା ପାକିସ୍ତାନ ରେଜର୍ସ। ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନକୁ ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫ କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ରେଞ୍ଜର୍ସ ତରଫରୁ ନିଆଯାଇଥିଲା। କୋର୍ଟ ଭିତରୁ ଉଠାଇ ନେବାକୁ ନାପସନ୍ଦ କଲେ ସୁପ୍ରିମକୋର୍ଟ। ଇସଲାମାବାଦ ଆଇଜି ଓ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ସମନ ଜାରି କଲେ ସୁପ୍ରିମକୋର୍ଟ।

Leave A Reply

Your email address will not be published.