Odisha Link
Bridging the Missing Links in Odisha
Daily Archives

June 6, 2023

WTC ଫାଇନାଲ: ମହାମୁକାବିଲା ପୂର୍ବରୁ…

ଓଏଲ୍‌ ବ୍ୟୁରୋ: ରାତିପାହିଲେ ଦ୍ବିତୀୟ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା। ଏହି ମହାମୁକାବିଲା ପାଇଁ ମୈଦାନ ପ୍ରସ୍ତୁତ ଥିବାବେଳେ ଖେଳାଳି ବି ପ୍ରସ୍ତୁତ ରହିଛନ୍ତି। ବିଶ୍ବର ଦୁଇ ଶକ୍ତିଶାଳୀ କ୍ରିକେଟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଏହି ମହାମୁକାବିଲା। ବିଶ୍ବ ଟେଷ୍ଟ…

ରେଳ ଦୁର୍ଘଟଣାର ଚୂଡ଼ାନ୍ତ ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ଗତ ଶୁକ୍ରବାର ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା। ରେଳ ଦୁର୍ଘଟଣା ପରେ ଅନେକ ଯାତ୍ରୀ ନିଜର ଜୀବନ ହରାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇ ମେଡିକାଲ ବେଡ଼ରେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି। ଯେଉଁଥିରେ ୨୭୫ ଜଣ ପ୍ରାଣ…

ଟ୍ରେନ୍ ଦୁର୍ଘଟଣା ପଛରେ ଷ୍ଟେସନ୍…

ଓଏଲ୍‌ ବ୍ୟୁରୋ: ଗତ ଶୁକ୍ରବାର ଅର୍ଥାତ ଜୁନ୍‌ ୨ ଠିକ୍‌ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୭୫ ଜଣ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଭୟଙ୍କର ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ…

ଟ୍ରେନ୍ ଦୁର୍ଘଟଣା: ଓଡ଼ିଶାର ୩୯…

ଓଏଲ୍‌ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଓଡ଼ିଶାର ୩୯ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଜାରି ହୋଇଛି। ମୃତକ ପାଇଁ ୧.୯୫ କୋଟି ଟଙ୍କାର ଅନୁକମ୍ପାମୂଳକ ରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ମୃତକଙ୍କ ମଧ୍ୟରେ ଭଦ୍ରକରୁ ୮, ଯାଜପୁରରୁ ୨, ବାଲେଶ୍ୱରରୁ ୧୪ ଅଛନ୍ତି। ମୟୂରଭଂଜରୁ ୯,…

ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ…

ଓଏଲ୍‌ ବ୍ୟୁରୋ: ଆଜି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିମାନବନ୍ଦରରୁ ସିଧାସଳଖ କଟକ ଅଭିମୁଖେ ଯାତ୍ରା କରି ରେଭେନ୍ସା ହେଲିପ୍ୟାଡ଼ରେ ପହଂଚିଥିଲେ। ପରେ ସେ କଟକ ବଡ଼ ମେଡିକାଲରେ ଆହତଙ୍କୁ ଭେଟିଥିଲେ। ଆହତଙ୍କୁ ଭେଟିବା ପରେ ମମତା…

‘ଆଦିପୁରୁଷ’ର ପୁରା…

ଓଏଲ୍‌ ବ୍ୟୁରୋ: ଆଗାମୀ ଜୁନ୍ ୧୬ରେ ରିଲିଜ୍ ହେବାକୁ ଯାଉଛି 'ଆଦିପୁରୁଷ'। ଓମ୍ ରାଉତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ରାମାୟଣ ଉପରେ ଆଧାରିତ ପ୍ରଭାସଙ୍କ ଏହି ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଫିଲ୍ମ ରିଲିଜ୍ ହେବାର କିଛି ଦିନ ପୂର୍ବରୁ ନିଷ୍ପତ୍ତି ନିଆଯାଇଛି ଯେ ଏହି…

ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେବେ ଅନୁଭବ,…

ଓଏଲ୍‌ ବ୍ୟୁରୋ: କିଛିଦିନର ନିରବତା ପରେ ପୁଣିଥରେ ଏବେ ଚର୍ଚ୍ଚାରେ ଓଲିଉଡ ଜଗତର ଖୁବ ଜଣାଶୁଣା ଅଭିନେତା। ସୋସିଆଲ ମିଡିଆରେ ଅନୁଭବ ମହାନ୍ତିଙ୍କ ଏକ ପୋଷ୍ଟକୁ ନେଇ ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ କଳି ପୁଣିଥଣେ ଚର୍ଚ୍ଚାର ପରିସରକୁ ଆସିପାରେ ବୋଲି କୁହାଯାଉଛି। କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ଜଗତର ବେଶ…

ପୁଣିଥରେ ଓଡ଼ିଶା ଆସିଛନ୍ତି ମମତା…

ଓଏଲ୍‌ ବ୍ୟୁରୋ: ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିମାନବନ୍ଦରରୁ ସିଧାସଳଖ ଆହତ ଯାତ୍ରୀଙ୍କୁ କଟକ ଏସସିବି ଓ ଭୁବନେଶ୍ୱର ଏମ୍ସରେ ଭେଟିବେ ମମତା ବାନାର୍ଜୀ। ଏଥିପାଇଁ ସେ କଟକ ଅଭିମୁଖେ ଯାତ୍ରା କରି ରେଭେନ୍ସା ହେଲିପ୍ୟାଡ଼ରେ…

ଭୟଭୀତ ଯାତ୍ରୀ, ବ୍ରହ୍ମପୁର ଷ୍ଟେସନରେ ଏକ…

ଓଏଲ୍‌ ବ୍ୟୁରୋ: ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ଟ୍ରେନ୍‌ରେ ଧୂଆଁ ବାହାରିଥିବା ଖବର ସାମ୍ନାକୁ ଆସିଛି। ଏକ୍ସପ୍ରେସ ବି-୫ ବଗିରୁ ଧୂଆଁ ବାହାରିବାରୁ ଭୟରେ ଓହ୍ଲାଇଗଲେ ଯାତ୍ରୀ। ଟ୍ରେନର ଏସି କୋଚରେ ସଟସର୍କିଟ ଯୋଗୁଁ ଧୂଆଁ ଲାଗିଥିବା ସୂଚନା। ୪୫ ମିନିଟ୍ ପରେ ପୁଣି ଟ୍ରେନ୍ ଯ଼ାତ୍ରା ଆରମ୍ଭ…

ବାହାନଗା ରେଳ ଦୁର୍ଘଟଣା: ମୃତ୍ୟୁ କାରଣ…

ଓଏଲ୍‌ ବ୍ୟୁରୋ: ଗତ ଶୁକ୍ରବାର ଅର୍ଥାତ ଜୁନ୍‌ ୨ ଠିକ୍‌ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୭୫ ଜଣ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଭୟଙ୍କର ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ…