ଭୂକମ୍ପ ଝଟ୍କା, ଥରିଲା ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ଅଞ୍ଚଳ
ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରେକର୍ଡ।

ଓଏଲ୍ ବ୍ୟୁରୋ: ଭୂକମ୍ପରେ ଥରିଲା ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ଅଞ୍ଚଳ। ମୋହାଲି, ପଞ୍ଚକୂଳ, ଜାମ୍ମୁ-କାଶ୍ମୀରରେ ମଧ୍ୟ ଭୂକମ୍ପର ଝଟ୍କା ଅନୁଭୂତ। ଏନସିଆର ସମେତ ପଞ୍ଜାବ, ଚଣ୍ଡିଗଡ଼ରେ ମୃଦୁ ଭୂକମ୍ପର ଝଟକା। ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରେକର୍ଡ।