Odisha Link
Bridging the Missing Links in Odisha

ଅଘୋଷିତ ବିଦ୍ୟୁତ କାଟକୁ ନେଇ ପ୍ରତିବାଦ, ପୁଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି

ବିଜେପିର ଆନ୍ଦୋଳନ ବେଳେ ଉତ୍ତେଜନା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କିଛି ଦିନ ହେବ ଅଘୋଷିତ ବିଦ୍ୟୁତ କାଟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ବିଜେପି ମଧ୍ୟ ଆନ୍ଦୋଳନ କରୁଛି। ଟାଟା ପାୱାର ବିରୋଧରେ ବିଜେପିର ଆନ୍ଦୋଳନ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି। ଆନ୍ଦୋଳନ ବେଳେ ପୁଲିସ ସହ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିବା ଜଣା ପଡିଛି। ଅଫିସ୍ ଗେଟ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ ବେଳେ ଧସ୍ତାଧସ୍ତି ହୋଇଥିଲେ ପୁଲିସ ସହ ବିଜେପି କର୍ମୀ।

Leave A Reply

Your email address will not be published.