Odisha Link
Bridging the Missing Links in Odisha

ଯୌନ ନିର୍ଯାତନା ପଡ଼ିଲା ମହଙ୍ଗା, ଆଇପିଏସ୍ ରାଜେଶ ଦାସଙ୍କୁ ଜେଲ

୨ ବର୍ଷ ତଳେ ମହିଳା ଆଇପିଏସଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା

ଓଏଲ୍‌ ବ୍ୟୁରୋ: ମହିଳା ଆଇପିଏସଙ୍କୁ ଯୌନ ନିର୍ଯାତନା ପଡ଼ିଲା ମହଙ୍ଗା। ତାମିଲନାଡ଼ୁର ପୂର୍ବତନ ସ୍ପେସାଲ ଡିଜିପିଙ୍କୁ ଜେଲ୍। ୩ ବର୍ଷ ଜେଲ୍ ଦଣ୍ଡ ସହ ୨୦ ହଜାର ଟଙ୍କା ଫାଇନ। ୨ ବର୍ଷ ତଳେ ମହିଳା ଆଇପିଏସଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ତାମିଲନାଡ଼ୁ କ୍ୟାଡରର ଓଡ଼ିଆ ଆଇପିଏସ ରାଜେଶ ଦାସଙ୍କୁ ଜେଲ ଦଣ୍ଡ ଘୋଷଣା।

Leave A Reply

Your email address will not be published.