ବିଦ୍ୟୁତ୍ କାଟକୁ ନେଇ ତେଜୁଛି ବିବାଦ, ଢେଙ୍କାନାଳ ଟିପିସିଓଡିଏଲ୍ ଅଫିସରେ ତାଲା
ଅଫିସର ସମସ୍ତ କର୍ମଚାରୀଙ୍କୁ ବାହାର କରିଦେଇ ତାଲା

ଓଏଲ୍ ବ୍ୟୁରୋ: ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟକୁ ଆରମ୍ଭ ହୋଇଛି ବିବାଦ। ଢେଙ୍କାନାଳ ଟିପିସିଓଡିଏଲ ଅଫିସରେ ତାଲା ପକାଇଲେ ଲୋକେ। ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ତାଲା ପକାଇଲେ। ଅଫିସର ସମସ୍ତ କର୍ମଚାରୀଙ୍କୁ ବାହାର କରିଦେଇ ତାଲା ପକାଇଲେ। ପୂର୍ବତନ ବିଜେପି ସାଂସଦ ରୁଦ୍ର ପାଣିଙ୍କ ନେତୃତ୍ବରେ ପ୍ରତିବାଦ କଲେ ଲୋକେ।