Odisha Link
Bridging the Missing Links in Odisha

ସାକ୍ଷୀଗୋପାଳ ମନ୍ଦିରରେ ନୀତିକାନ୍ତି ବନ୍ଦ, କାଲିଠାରୁ ଉପାସରେ ଠାକୁର

ସାକ୍ଷୀଗୋପାଳ ମନ୍ଦିରରେ ନୀତିକାନ୍ତି ବନ୍ଦ ରଖିଛନ୍ତି ସେବାୟତ।

ଓଏଲ୍‌ ବ୍ୟୁରୋ: ଓଡ଼ିଆ ବିଶ୍ୱ ବିଦ୍ୟାଳୟ ସମ୍ପ୍ରସାରଣ ପାଇଁ ସାକ୍ଷୀଗୋପାଳ ମନ୍ଦିର ନିକଟସ୍ଥ ଶ୍ମଶାନ ଜମିର ନିର୍ମାଣ ଭଙ୍ଗା ଯାଇଥିଲା। ଯାହାକୁ ନେଇ ସେବାୟତ ମାନେ ବିରୋଧ କ୍ଷରିଛନ୍ତି। ଶ୍ମଶାନ ଜମିରେ ଥିବା ନିର୍ମାଣ ଭଙ୍ଗାକୁ ବିରୋଧ କରି ସାକ୍ଷୀଗୋପାଳ ମନ୍ଦିରରେ ନୀତିକାନ୍ତି ବନ୍ଦ ରଖିଛନ୍ତି ସେବାୟତ। ନୀତିକାନ୍ତି ବନ୍ଦ କାରଣରୁ କାଲିଠାରୁ ଉପାସରେ ଅଛନ୍ତି ଠାକୁର। ତେବେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ସମ୍ପ୍ରସାରଣ ପାଇଁ ହେଉଥିବା ଏହି କାର୍ଯ୍ୟକୁକୁ ସେବାୟତମାନେ ତୀବ୍ର ବିରୋଧ କରିଛନ୍ତି।

Leave A Reply

Your email address will not be published.