Odisha Link
Bridging the Missing Links in Odisha

ଅଭାବନୀୟ ଦୃଶ୍ୟ: ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ

ଓଏଲ୍‌ ବ୍ୟୁରୋ: ଫୁଲବାଣି ଫିରିଙ୍ଗିଆ ଥାନାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଫିରିଙ୍ଗିଆ ଥାନାରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇଥିବା ଜଣା ପଡିଛି। ପୁଲିସ ପ୍ରତି ଆକ୍ରୋଶରୁ ଉତ୍ତେଜନା ପରେ ନିଆଁ ଲଗାଇଥିବା ଜଣା ପଡିଛି। ଗଞ୍ଜେଇ ଚାଲାଣରେ ଲିପ୍ତ ଥିବା ଅଭିଯୋଗ କରି ଥାନା ଜାଳିବା ସହ ଥାନା ଆଇଆଇସି ଓ ତାଙ୍କ ୨ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।