Odisha Link
Bridging the Missing Links in Odisha

ମିଳୁନି +୩ ଛାତ୍ରୀଙ୍କ ପତ୍ତା, କଲେଜ ଯିବା ବେଳେ ବାଟରୁ ନିଖୋଜ

ଓଏଲ୍‌ ବ୍ୟୁରୋ: ପିପିଲି ଗଡ଼ବଡ଼ପୁଟ ଗାଁର ଜଣେ ଯୁକ୍ତ ୩ ଛାତ୍ରୀ ନିଖୋଜ ହୋଇଥିବା ଜଣା ପଡିଛି। ସକାଳୁ ଘରୁ କଲେଜ ଯିବା ବେଳେ ବାଟରୁ ନିଖୋଜ ହୋଇଥିବା କୁହାଯାଉଛି। ରଜୁଆ ନଦୀ ପୋଲ ଉପରେ ବ୍ୟାଗ୍‌ ଓ ସାଇକେଲ ରହିଥିବା ସୂଚନା ରହିଛି। ରଜୁଆ ନଦୀ ପୋଲ ଉପରେ ବ୍ୟାଗ୍‌ ଓ ସାଇକେଲ ରହିଥିବାରୁ ରଜୁଆ ନଦୀରେ ଅଗ୍ନିଶମ ବାହିନୀ ଓ ପୁଲିସର ଖୋଜାଖୋଜି ଆରମ୍ଭ କରାଯାଇଛି।

Leave A Reply

Your email address will not be published.