Odisha Link
Bridging the Missing Links in Odisha

ଭିସ୍ତାରା ବିମାନରେ ବୋମା ଆତଙ୍କ, ଚାଲିଛି ବିମାନର ଯାଞ୍ଚ

ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଓଏଲ୍‌ ବ୍ୟୁରୋ: ବିମାନରେ ବୋମା ଆତଙ୍କ ନେଇ ବଡ ଖବର ସାମ୍ନାକୁ ଆସିଛି। ଦିଲ୍ଲୀରୁ ପୁନେ ଯାଉଥିବା ଭିସ୍ତାରା ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଯାତ୍ରୀଙ୍କୁ ବାହାର କରାଯାଇ ବିମାନର ଯାଞ୍ଚ ଚାଲିଛି। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।