ରାଜଧାନୀରୁ ଉତ୍କେଲାକୁ ନିୟମିତ ଉଡ଼ିବ…
ଓଏଲ୍ ବ୍ୟୁରୋ:ରାଜଧାନୀ ଭୁବନେଶ୍ୱରରୁ ଉତ୍କେଲାକୁ ଯାତାୟାତ ସହଜ ହେବ। ଏନେଇ ଆଜି ଟ୍ରାଏଲ ରନ ଶେଷ ହୋଇଛି। ଆସନ୍ତା ୩୧ରୁ ଉତ୍କେଲାକୁ ନିୟମିତ ଉଡ଼ିବ ବିମାନ। ଇଣ୍ଡିଆ ୱାନ ଏୟାରଲାଇନ୍ସ ୯ ସିଟ୍ ବିଶିଷ୍ଟ ବିମାନ ଚଳାଇବ। ପ୍ରାରମ୍ଭିକ ଭାବେ ବିମାନ ଟିକେଟ୍ ଦାମ୍ ୯୯୯ ଟଙ୍କା ସ୍ଥିର ହୋଇଛି। ପ୍ରତିଦିନ…