Odisha Link
Bridging the Missing Links in Odisha

ବାୟୁସେନାରେ ସାମିଲ ହେବ ସି-୨୯୫, ହିଣ୍ଡନ ଏୟାର ବେସ୍‌ରେ କରାଯିବ ବିଧିବଦ୍ଧ ଘୋଷଣା

ଓଏଲ୍‌ ବ୍ୟୁରୋ: ବାୟୁସେନାର ଶକ୍ତି ବଢାଇବ ସି-୨୯୫। ପ୍ରଥମ ସି-୨୯୫ ପରିବହନ ବିମାନ ବାୟୁସେନାକୁ ମିଳିବ। ସ୍ପେନ୍‌ର ସେଭିଲେରେ ଏୟାର ଚିଫ ମାର୍ଶାଲ ଗ୍ରହଣ କଲେ। ସେପ୍ଟେମ୍ବର ୨୫ରେ ସି-୨୯୫ ବାୟୁସେନାରେ ସାମିଲ ହେବ। ହିଣ୍ଡନ ଏୟାର ବେସ୍‌ରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ୨୨ ହଜାର କୋଟିରେ ୫୬ଟି ସି-୨୯୫ ଭାରତ କିଣିବ ବୋଲି ସୂଚନା ରହିଛି। ଚୁକ୍ତି ଅନୁସାରେ ପ୍ରଥମ ୧୬ଟି ବିମାନ ସ୍ପେନ୍‌ରେ ତିଆରି ହେବ। ଅନ୍ୟ ୪୦ଟି ବିମାନ ଭାରତରେ ଟିଏଏସଏଲ ଦ୍ବାରା ତିଆରି ହେବ।

Leave A Reply

Your email address will not be published.