Odisha Link
Bridging the Missing Links in Odisha

ଓଟିପି ସେୟାରିଂ ମାମଲା: ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ

ଓଏଲ୍ ବ୍ୟୁରୋ: ଖୋଲିବ ଓଟିପି ସେୟାରିଂ ସ୍କାମର ଗୁମର। ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ, ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ସୁରାକ ମିଳିଛି। ଭାରତରୁ ଗୁପ୍ତ ତଥ୍ୟ ପାଇବା ପାଇଁ ପାକିସ୍ତାନ କୋଟି କୋଟି ଖର୍ଚ୍ଚ କରିଥିଲା। ରିମାଣ୍ଡ ବେଳେ ଅଭିଯୁକ୍ତ ତଦନ୍ତକାରୀ ସଂସ୍ଥା ଆଗରେ ସତ କହିଲା।

ଖବର ଅନୁସାରେ, ଓଟିପି ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାରେ ପାକିସ୍ତାନ ଆଇଏସ୍ଆଇ ଏଜେଣ୍ଟଙ୍କ ସହ ଆର୍ଥିକ କାରବାରର ଲିଙ୍କର ଗୁମର ଖୋଲିବ। ଓଟିପି ସେୟାର ମାମାଲାର ଛାନ୍‌ଭିନ୍‌ କରିବା ସହ ଅଭିଯୁକ୍ତତ୍‌କୁ ପଚରାଉଚରା କରାଯାଇଥିଲା। ଗିରଫ ଅଭିଜିତର ପାକିସ୍ତାନ, ଆଇଏସଆଇ ଓ ନାଇଜେରିଆ ଲିଙ୍କ ସାମ୍ନାକୁ ଆସିଥିବା ଜଣା ପଡିଛି।