ହାରିବା ପରେ କଂଗ୍ରେସର ମାନସମନ୍ଥନ:…
ଓଏଲ୍ ବ୍ୟୁରୋ: ୩ଟି ରାଜ୍ୟରେ ପରାଜିତ ହେବା ପରେ କଂଗ୍ରେସର ମାନସମନ୍ଥନ। ବଦଳିଲେ କିଛି ରାଜ୍ୟର ପ୍ରଭାରୀ। ଶନିବାର ଦିନ କଂଗ୍ରେସ ତାର ସାଂଗଠନିକ ପରିବର୍ତ୍ତନ କରିଛି। କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜ ଟିମର ନବକଳେବର କରିଛନ୍ତି। ସବୁଠୁ ବଡ଼କଥା ହେଲା ପ୍ରିୟଙ୍କା…