ଘସିପୁରାରୁ ବିଜେପି ପ୍ରାର୍ଥୀ ସୌମ୍ୟ!

ଭୁବନେଶ୍ବର: ପୂର୍ବତନ ବିଜୁ ଜନତା ଦଳ ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କ ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ ସୂଚନା ମିଳୁଛି। ସୂତ୍ର ଅନୁସାରେ ତାଙ୍କୁ ବିଜୁ ଜନତା ଦଳକୁ ଫେରାଇ ଆଣିବା ପାଇଁ ଦଳ ପକ୍ଷରୁ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ନେତା ବାରମ୍ବାର ଉଦ୍ୟମ କରିଥିଲେ ବି ଉଭୟ ପକ୍ଷରୁ ରହିଥିବା ସର୍ତ୍ତକୁ ନେଇ ଅସହମତି ରହିଥିଲା। ଏ ଭିତରେ ବିଜେପିର ପ୍ରଥମ ରାଜ୍ୟ ସଭାପତି … Continue reading ଘସିପୁରାରୁ ବିଜେପି ପ୍ରାର୍ଥୀ ସୌମ୍ୟ!