Odisha Link
Bridging the Missing Links in Odisha
Monthly Archives

July 2024

ଗୁରୁବାର ସଂଜରେ “ରସଗୋଲା ସଂଗୀତ”…

ଓଏଲ୍‌ ବ୍ୟୁରୋ: ରସଗୋଲା ଦିବସର ଅବ୍ୟବହିତ ପୂର୍ବରୁ ଅର୍ଥାତ ଆସନ୍ତାକାଲି ୧୮ ତାରିଖରେ ରସଗୋଲା ସଂଗୀତର ଶ୍ରୋତାର୍ପଣ ସମାରୋହ ଆୟୋଜିତ ହେବାକୁ ଯାଉଛି। ରସଗୋଲା ଦିବସ ଅବସରର ଦିନକ ପୂର୍ବରୁ “ରସଗୋଲା ସଂଗୀତ”ର ଶ୍ରୋତାର୍ପଣ ଉତ୍ସବ ଜୟଦେବ ଭବନଠାରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବ। ଏହି ଭବ୍ୟ ଉତ୍ସବରେ…

ଦୁର୍ଲଭ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ…

ଓଏଲ୍‌ ବ୍ୟୁରୋ: ମହଣ ମହଣ ସୁନାରେ ସଜେଇ ହେଲେ ଶ୍ରୀବିଗ୍ରହ। ଦାରୁଦିଅଁଙ୍କ ଏହି ଅପୂର୍ବ ସୁନା ବେଶ ଦେଖିବା ପାଇଁ ପୁରୀକୁ ଚାରିଆଡ଼ୁ ଶ୍ରଦ୍ଧାଳୁ ଓ ଭକ୍ତ ଭିଡ଼। ଶ୍ରୀକ୍ଷେତ୍ର ପୁରୀରେ ଆଜି ରଥ ଉପରେ ଚତୁର୍ଦ୍ଧା ମୁରତୀଙ୍କ ସୁନାବେଶ ଦର୍ଶନ କରି ଭକ୍ତ ଓ ଶ୍ରଦ୍ଧାଳୁ ଆତ୍ମବିଭୋର। ପବିତ୍ର ଶ୍ରୀହରିଶୟନ…

ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ମହଣ ମହଣ ସୁନାରେ…

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଅନ୍ତ ଘଟିଲା। ମହଣ ମହଣ ସୁନାରେ ସଜେଇ ହେଲେ ଶ୍ରୀବିଗ୍ରହ। ଶ୍ରୀଜିଉଙ୍କ ସୁନାବେଶ ଦେଖିବା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଦାରୁଦିଅଁଙ୍କ ଏହି ଅପୂର୍ବ ସୁନାବେଶ ଦେଖିବା ପାଇଁ ପୁରୀକୁ ଚାରିଆଡ଼ୁ ଶ୍ରଦ୍ଧାଳୁ ଓ ଭକ୍ତ ଭିଡ଼। ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସମୟ…

କାଲି ଖୋଲିବ ଶ୍ରୀମନ୍ଦିର ଭିତର…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଅର୍ଥାତ ଜୁଲାଇ ୧୮ରେ ଖୋଲିବ ରତ୍ନଭଣ୍ଡାର। ଭିତର ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ଓ ମରାମତି ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ସକାଳ ୮ଟାରୁ ସିଂହଦ୍ୱାରକୁ ଛାଡ଼ି ଅନ୍ୟ ୩ ଦ୍ୱାର ବନ୍ଦ କରାଯିବ। ଶ୍ରୀମନ୍ଦିର ଭିତରକୁ…

ଏଥର ବଢ଼ିବନି ସୁନାବେଶ ଦର୍ଶନ ସମୟ, ରାତି…

ଓଏଲ୍‌ ବ୍ୟୁରୋ: ଶ୍ରୀଜିଉଙ୍କ ସୁନାବେଶ ଦେଖିବା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଉ ମାତ୍ର କିଛି ସମୟର ଅପେକ୍ଷା ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀବିଗ୍ରହ। ଦାରୁଦିଅଁଙ୍କ ଏହି ଅପୂର୍ବ ସୁନା ବେଶ ଦେଖିବା ପାଇଁ ପୁରୀକୁ ଚାରିଆଡ଼ୁ ଛୁଟିଲେଣି ଶ୍ରଦ୍ଧାଳୁ ଓ ଭକ୍ତ।ସନ୍ଧ୍ୟା ପ୍ରାୟ ୫ଟା ବେଳକୁ ସୁନାବେଶ…

ରାଜ୍ୟ ସରକାରଙ୍କ ଉପରେ ନଜର ରଖିବେ…

ଓଏଲ୍‌ ବ୍ୟୁରୋ: ମୋହନ ସରକାର ଉପରେ ନଜର ରଖିବାକୁ କମିଟି ଗଠନ କଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ନଜର ରଖିବାକୁ ବିଜୁ ଜନତା ଦଳର ୫୦ ଜଣ ବିଧାୟକଙ୍କୁ ଦାୟିତ୍ବ ବାଣ୍ଟିଛନ୍ତି। ବିିଜେଡିର ବରିଷ୍ଠ ନେତା…

‘ଆମ ଓଡ଼ିଶା ନବୀନ ଓଡ଼ିଶା’…

ଓଏଲ୍‌ ବ୍ୟୁରୋ: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ଆରମ୍ଭ ହୋଇଥିଲା 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନା। ଏହି ଯୋଜନାକୁ ନେଇ ବଡ଼ ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ। ସେ କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାତର ଖୋଳତାଡ଼ କରିବ ମୋହନ ସରକାର। ଆଜି…

ଶ୍ରୀଜିଉଙ୍କ ସୁନାବେଶ ପାଇଁ ଟ୍ରାଫିକ୍…

ଓଏଲ୍‌ ବ୍ୟୁରୋ: ଶ୍ରୀଜିଉଙ୍କ ସୁନାବେଶ ଦେଖିବା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଉ ମାତ୍ର କିଛି ସମୟର ଅପେକ୍ଷା ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀବିଗ୍ରହ। ଦାରୁଦିଅଁଙ୍କ ଏହି ଅପୂର୍ବ ସୁନା ବେଶ ଦେଖିବା ପାଇଁ ପୁରୀକୁ ଚାରିଆଡ଼ୁ ଛୁଟିଲେଣି ଶ୍ରଦ୍ଧାଳୁ ଓ ଭକ୍ତ। ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ…

SCB ନର୍ସିଂ ଅଫିସର ଓ ହାଉସ ସର୍ଜନ…

ଓଏଲ୍‌ ବ୍ୟୁରୋ: କଟକ ବଡ଼ ମେଡିକାଲରେ ଉତ୍ତେଜନା ହୋଇଥିବା ଖବର ସାମ୍ନାକୁ ଆସିଛି। ହାଉସ ସର୍ଜନ ଏବଂ ନର୍ସିଂ ଅଫିସର ମୁହାଁମୁହିଁ ହୋଇଛନ୍ତି। ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ବିବାଦ ଦେଖାଦେଇଛି। ହାଉସ ସର୍ଜନ ଆସିବାରେ ବିଳମ୍ବ ହେବାରୁ ଏନେଇ ଅଭିଯୋଗ କରିଥିଲେ ନର୍ସିଂ…

“ଓଡ଼ିଶାରେ ୫ ନୁହେଁ ୨୫ ବର୍ଷ ଶାସନ…

ଓଏଲ୍‌ ବ୍ୟୁରୋ: ଆସନ୍ତା ୧୯ ଓ ୨୦ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ। ବିଜେପି ପ୍ରଥମ ଥର ପାଇଁ ଓଡ଼ିଶା ଶାସନ ଗାଦିରେ ବସିବା ପରେ ଏହା ହେଉଛି ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ। ଯାହାକୁ ନେଇ କର୍ମୀଙ୍କଠୁ ଆରମ୍ଭ କରି ନେତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।…