Odisha Link
Bridging the Missing Links in Odisha

ବ୍ରହ୍ମପୁରରେ ଫୁଟିଲା ଗୁଳି, ଚାଲିଗଲା ଯୁବକଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁରରେ ଫୁଟିଲା ଗୁଳି। ଚାଲିଗଲା ଯୁବକଙ୍କ ଜୀବନ। ବ୍ରହ୍ମପୁରରେ ଯୁବକଙ୍କୁ ଗୁଳିକରି ନିର୍ମମ ହତ୍ୟା ପରେ ଗୁଳିମାଡ଼ରେ ଯୁବକ ତ୍ରିନାଥ ମଲ୍ଲିକଙ୍କ ମୃତ୍ୟୁ ହୋଇଛି। କବିସୂର୍ଯ୍ୟନଗର ଜଟେଶ୍ଵର ପୋଖରୀ ନିକଟରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ପକ୍ଷରୁ ତନାଘନା ଜାରି ରହିଛି।