Odisha Link
Bridging the Missing Links in Odisha
Daily Archives

August 9, 2024

ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ୋକ୍ତି,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ୍ ପିଛା ୫୦-୬୦ ଟଙ୍କାରେ ପହଞ୍ଚିଚି। ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ନ ଆସିବାରୁ ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସିବ ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ। ହେଲେ ଉତ୍ତରପ୍ରଦେଶରୁ ମଧ୍ୟ ଟ୍ରକ୍ ଆସି ନ ଥିଲା। ଫଳରେ…

ଦେଶ ପାଇଁ ରୌପ୍ୟ ଆଣିଲେ ନୀରଜ ଚୋପ୍ରା,…

ଓଏଲ୍‌ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି ନୀରଜ ଚୋପ୍ରା। ରୌପ୍ୟ ପଦକ ଜିତିବା ସହ ନୂଆ ଇତିହାସ ରଚିଛନ୍ତି ନୀରଜ। ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଭାବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଏବଂ ଏବେ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ…

ରାଜ୍ୟରେ ବୃଷ୍ଟିପାତ ଜନିତ କ୍ଷୟକ୍ଷତି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ମୌସୁମୀ ଓ ଲଘୁଚାପ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବର୍ଷା ଓ ବିପର୍ଯ୍ୟୟ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ନେଇ ଏସ୍ଆରସି ତତ୍ପରତା ଦେଖାଇଛନ୍ତି…

ଉଦଘାଟିତ ହେଲା ରାଜ୍ୟ ଭାରୋତ୍ତଳନ…

ଓଏଲ୍‌ ବ୍ୟୁରୋ: ଓଡିଶା ଭାରୋତ୍ତଳନ ଆସୋସିଏସନ୍ ଆନୁକୁଲ୍ୟରେ ଆଜିଠାରୁ ତିନିଦିନ ଧରି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ ଠାରେ ୭୧ତମ ରାଜ୍ୟ ଭାରୋତ୍ତଳନ ଚମ୍ପିୟାନସିପ -୨୦୨୪କୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବ୍ରହ୍ମପୁର ବିଧାୟକ ଅନିଲ କୁମାର ଉଦ୍ଘାଟନ କରିଛନ୍ତି। ଏଥିରେ…

ପରଲୋକରେ ଦର୍ପଦଳନ ରଥର ମୁଖ୍ୟ ମହାରଣା,…

ଓଏଲ୍‌ ବ୍ୟୁରୋ: ଆରପାରିରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ମହାରଣା ତଥା ବର୍ଷିୟାନ ରଥ ନିର୍ମାଣକାରୀ କୃଷ୍ଣଚନ୍ଦ୍ର ମହାରଣା। ନିଜ ବାସଭବନ ପୁରୀ ମାର୍କେଣ୍ଡେଶ୍ୱର ସାହିରେ ଆଜି ସକାଳେ ହୃଦଘାତରେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ରଥ…

ଆଠଗଡ଼ରେ ବନ୍ୟାଜଳ ପ୍ରଭାବିତ, ବୁଡ଼ିଲା…

ଓଏଲ୍‌ ବ୍ୟୁରୋ: ଫୁଲୁଛି ମହାନଦୀ। ଗତ କିଛି ହେବ ଉପରେ ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀର ବନ୍ୟାଜଳ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଥିବାବେଳେ ମା' ବଡ଼ ବନ୍ଧିଆଣୀଙ୍କ ମନ୍ଦିର ବୁଡି ଯାଇଛି। ସକାଳ ଠାରୁ…

ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ…

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ୱ ଆଦିବାସୀ ଦିବସ। ବିଶ୍ବର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ଅଧିକାରର ସୁରକ୍ଷା ଓ ଏ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ବିଶ୍ଵ ଆଦିବାସୀ ଦିବସ ରୂପେ ପାଳନ କରାଯାଉଛି। ଏହି ଅବସରରେ ଶଙ୍ଖ ଭବନରେ ବିଜେଡି ପାଳୁଛି ବିଶ୍ୱ…

ନିର୍ବାଚନୀ ସ୍ଵଚ୍ଛତାକୁ ନେଇ ବିଜେଡିର…

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି କ୍ଷମତାଚ୍ୟୁତ ହୋଇଛି। ଏଭଳି ପରାଜୟର କାରଣକୁ ଖୋଜିବା ବେଳେ ବିଜେଡିର ବିଭିନ୍ନ ମହଲରେ ଝଡ଼ ଉଠିଛି। ବିଗତ ବର୍ଷ ହେବ ଶାସନ କରୁଥିବା ବିଜୁ ଜନତା ଦଳ ଏବେ ବିଧାନସଭାରେ…

କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼…

ଓଏଲ୍‌ ବ୍ୟୁରୋ: ଅଗଷ୍ଟ ୯ ଭାରତ ଇତିହାସର ଏକ ଅବିସ୍ମରଣୀୟ ଦିନ। ଆଜି ଅଗଷ୍ଟ କ୍ରାନ୍ତି ଦିବସ, ଭାରତ ଛାଡ଼ ଆନ୍ଦୋଳନ ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହି ଆନ୍ଦୋଳନ ଦେଶବ୍ୟାପୀ ହୋଇଥିଲା, ଯେଉଁଥିରେ ଲୋକ ଅଭୂତପୂର୍ଣ୍ଣ ସାହସ ଏବଂ ସହନଶୀଳତାର ପରିଚୟ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ବାଚନୀ ଅନିୟମିତତା ମାମଲା: ବିଧାୟକ…

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି କ୍ଷମତାଚ୍ୟୁତ ହୋଇଛି। ଏଭଳି ପରାଜୟର କାରଣକୁ ଖୋଜିବା ବେଳେ ବିଜେଡିର ବିଭିନ୍ନ ମହଲରେ ଝଡ଼ ଉଠିଛି। ବିଗତ ବର୍ଷ ହେବ ଶାସନ କରୁଥିବା ବିଜୁ ଜନତା ଦଳ ଏବେ ବିଧାନସଭାରେ…