Odisha Link
Bridging the Missing Links in Odisha
Daily Archives

August 9, 2024

ପୁରୀ ଗସ୍ତରେ ମୋହନ ଭାଗବତ, ଶ୍ରୀଜିଉଙ୍କୁ…

ଓଏଲ୍‌ ବ୍ୟୁରୋ: ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସର ସଂଘ ଚାଳକ ଡ.ମୋହନ ଭାଗବତ। ଗତକାଲି ଭୁବନେଶ୍ୱରରେ ପହଂଚିଥିବାବେଳେ ଆଜି ସେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ନରେ ଗୋବର୍ଦ୍ଧନ ପୀଠ ଯାଇ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ।…

ଅଗଷ୍ଟ କ୍ରାନ୍ତି ଦିବସ, ମନେପଡ଼େ ବାପୁଙ୍କ…

ଓଏଲ୍‌ ବ୍ୟୁରୋ: ଅଗଷ୍ଟ ମାସକୁ ଭାରତ ଇତିହାସରେ ସ୍ୱାଧୀନତା ସଂଗ୍ରାମର ଶେଷ ପର୍ଯ୍ୟାୟ ଭାବେ ମନେ ପକାଯାଏ। ଅଗଷ୍ଟ ୯ ଭାରତ ଇତିହାସର ଏକ ଅବିସ୍ମରଣୀୟ ଦିନ। ଅଗଷ୍ଟ କ୍ରାନ୍ତି ଦିବସ, ଭାରତ ଛାଡ଼ ଆନ୍ଦୋଳନ ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହି ଆନ୍ଦୋଳନ ଦେଶବ୍ୟାପୀ ହୋଇଥିଲା, ଯେଉଁଥିରେ ଲୋକ…

ମନୀଷ ସିସୋଦିଆଙ୍କୁ ମିଳିଲା ଜାମିନ, ୧୭…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନୀଷ ସିସୋଦିଆଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ୧୭ ମାସ ପରେ ଜେଲରୁ ମୁକୁଳିବେ ମନୀଷ ସିସୋଦିଆ। ସିସୋଦିଆ ପାଖାପାଖି ୧୭ ମାସ ହେବ ଜେଲରେ ରହିଛନ୍ତି। ଜାମିନ ପାଇଁ ବାରମ୍ବାର କୋର୍ଟରେ ଆବେଦନ ମଧ୍ୟ…

ଦିଲ୍ଲୀ ପୁଲିସକୁ ସଫଳତା, ସ୍ୱାଧୀନତା…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଚଳିତ ବର୍ଷର ସ୍ୱାଧୀନତା ଦିବସ। ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀକୁ କଡା ସୁରକ୍ଷା ଭିତରେ ରଖାଯାଇଛି। ଏସବୁ ଭିତରେ ଦିଲ୍ଲୀ ପୁଲିସକୁ ବଡ ସଫଳତା ମିଳିଛି। ଇସଲାମିକ୍‌ ଷ୍ଟେଟ୍ ଆତଙ୍କୀ ରିଜୱାନ୍ ଅଲୀକୁ ଧରିଲା ଦିଲ୍ଲୀ ପୁଲିସ। ଦିଲ୍ଲୀ-ଫରିଦାବାଦ ସୀମାରୁ ଅସ୍ତ୍ରଶସ୍ତ୍ର ସହ…

ନଭେମ୍ବରରୁ ବିଭିନ୍ନ ଜିଲ୍ଲା ଗସ୍ତରେ…

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି କ୍ଷମତାଚ୍ୟୁତ ହୋଇଛି। ଏଭଳି ପରାଜୟର କାରଣକୁ ଖୋଜିବା ବେଳେ ବିଜେଡିର ବିଭିନ୍ନ ମହଲରେ ଝଡ଼ ଉଠିଛି। ବିଗତ ବର୍ଷ ହେବ ଶାସନ କରୁଥିବା ବିଜୁ ଜନତା ଦଳ ଏବେ ବିଧାନସଭାରେ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବାଲୁକା…

ଓଏଲ୍‌ ବ୍ୟୁରୋ: ରୁଷର ସେଣ୍ଟ ପିଟର୍ସବର୍ଗରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ…

ବଢୁଛି ମହାନଦୀର ଜଳସ୍ତର, ୧୦ ଜିଲ୍ଲାକୁ…

ଓଏଲ୍‌ ବ୍ୟୁରୋ: ଫୁଲୁଛି ମହାନଦୀ। ଗତ ଦୁଇଦିନ ହେବ ଉପରେ ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବୃଦ୍ଧି ହୋଇଛି। ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ୧୦ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲେ ଏସଆରସି। ମୁଣ୍ଡୁଳି ଠାରେ ୫.୭୮ ଲକ୍ଷ କୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ବିଶେଷକରି…