Odisha Link
Bridging the Missing Links in Odisha

ନିଲମ୍ବିତ ହେଲେ ୭ ପୁଲିସ କର୍ମଚାରୀ, ଚାକିରିରୁ ବିଦା ହେଲେ ୨ ହୋମଗାର୍ଡ

ଓଏଲ୍‌ ବ୍ୟୁରୋ: କୋରାପୁଟରେ ଗଞ୍ଜେଇ ମାଫିଆଙ୍କ ସହ ଲିଙ୍କ ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ। ମାଛକକୁଣ୍ଡ ଓ ଲମତାପୁଟ ଥାନାର ୭ ପୁଲିସ କର୍ମଚାରୀ ନିଲମ୍ବିତ। ୩ ଜଣ ଏସ୍‌ଆଇ, ୨ ଜଣ ଏପିଏଫ୍‌, ୨ କନ୍‌ଷ୍ଟେବଲ ନିଲମ୍ବିତ। ୨ ଜଣ ତାଲିମ ନେଉଥିବା ଏସ୍‌ଆଇଙ୍କ ପ୍ରତି ବି ହେବ କାର୍ଯ୍ୟାନୁଷ୍ଠାନ। ସଂପୃକ୍ତ ଥିବା ୨ ଜଣ ହୋମଗାର୍ଡଙ୍କୁ ଚାକିରିରୁ ବିଦା ସୂଚନା।

ଏହି କାର୍ଯ୍ୟାନୁଷ୍ଠାନ ନେଇ କୋରାପୁଟ ପୁଲିସ ମୁଖ୍ୟାଳୟରୁ ସୂଚନା ମିଳିଛି। ଗଞ୍ଜେଇ ମାଫିଆ ଓ ଜବତ ଗାଡ଼ିକୁ ଛାଡ଼ିବା ଅଭିଯୋଗ ଆଧାରରେ ନିଲମ୍ବନ କରାଯାଇଛି। ସୂଚନାଥାଉକି, ଗତକାଲି ମାଛକୁଣ୍ହ ଓ ଲମତାପୁଟ ଥାନରେ ରେଡ୍‌ କରିଥିଲା ପୁଲିସ।

Leave A Reply

Your email address will not be published.