Odisha Link
Bridging the Missing Links in Odisha
Daily Archives

September 27, 2024

ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ…

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ କିଛି ବାବୁଆଣି ମଧ୍ୟ ଭିଜିଲାନ୍ସ ଜାଲରେ ପଡୁଛନ୍ତି। ଏସବୁ ଭିତରେ କିଛି ଦିନରେ ବିରତି ପରେ ଭିଜିଲାନ୍ସ ଜାଲରେ ପୁଣି ଜଣେ କନିଷ୍ଠ ଯନ୍ତ୍ରୀ। ଭିଜିଲାନ୍ସ…

ରାଜଭବନରେ ଆସାମ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶା ଗସ୍ତରେ ଆସି ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଉଭୟେ ପୃଥକ୍ ପୃଥକ୍ ଭାବେ ଆସି ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିଥିବା ଜଣାପଡିଛି। ଆସାମ…

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର,…

ଓଏଲ୍‌ ବ୍ୟୁରୋ: କୋରାପୁଟ ଜିଳ୍ଲାରେ ପ୍ରଥମ ଥର ପାଇଁ ମାଓ ବିରୋଧୀ ପୋଷ୍ଟର ଲାଗିଥିବା ସାମ୍ନାକୁ ଆସିଛି। ଲମଥାପୁଟ ଏବଂ ବୈପାରିଗୁଡ଼ା ବ୍ଲକର ଅନେକ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ଲଗାଯାଇଛି। ଗିର୍ଲ୍ଲାପୁଟ ବଜାର, ବିଜା ପଦର ଛକ, ଖେମା ବେଡା ମାର୍କେଟ ଛକରେ ପୋଷ୍ଟରକୁ ନେଇ ଚର୍ଚ୍ଚା ବଢିଛି। ମଝିଗୁଡା,…

ଆଧାର କାର୍ଡ ନଥିଲେ ମିଳିବନି ରାସନକାର୍ଡ

ଓଏଲ୍‌ ବ୍ୟୁରୋ: ରାସନ୍‌ କାର୍ଡ ହିତାଧିକାରୀଙ୍କୁ ପୂର୍ବାହ୍ନରେ ଖୁସି ଖବର ଦେଇଥିବା ବେଳେ ଅପରାହ୍ନରେ ଆଉ ଏକ ଖବର ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯାହା ରାସନ କାର୍ଡ ହିତାଧିକାରୀଙ୍କ ଚିନ୍ତା ବଢ଼ାଇ ଦେଇଛି ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ। ଓଡ଼ିଶା…

ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା, ବୁଡ଼ିଲା…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ପାଇଁ ସବୁଠି ସମସ୍ୟା ସୃଷ୍ଟି ହୋଇଛି। ଲଘୁଚାପ କାରଣରୁ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା କାରଣରୁ ବଡ଼ ଦାଣ୍ଡ ପାଦେ ପାଦେ ପାଣି ଜମିଛି। ଗତକାଲି କୋଣାର୍କରେ ମଧ୍ୟ ବର୍ଷା କାରଣରୁ ପାଣି ଜମିଥିବା…

ବିଜେଡି ପରାଜୟକୁ ନେଇ ସରୁନି ଚର୍ଚ୍ଚା,…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଇତି ମଧ୍ୟରେ ରାଜ୍ୟରେ ମୋହନ ସରକାରକୁ ୧୦୦ ଦିନ ପୂରଣ ହୋଇଛି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଦଳ ତରଫରୁ ପରାଜୟ…

ଆପ୍‌ ଓ ଉପ-ରାଜ୍ୟପାଳ ପୁଣିଥରେ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀର ଷ୍ଟାଣ୍ଡିଙ୍ଗ କମିଟି ନିର୍ବାଚନକୁ ଲାଗି ରହିଛି ବିବାଦ। ସରକାରରେ ଥିବା ଆମ ଆଦମୀ ପାର୍ଟି ଜଣେ ସଦସ୍ୟଙ୍କ ପ୍ରସ୍ତାବିତ ନିର୍ବାଚନରେ ସାମିଲ ହେବା ପାଇଁ ମନା କରି ଦେଇଛି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିିସୋଦିଆ ଓ ମେୟର ଶୈଲୀ ଓବରାୟକ କହିଛନ୍ତି ପୂର୍ବ…

ନର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ…

ଓଏଲ୍‌ ବ୍ୟୁରୋ: ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ଦୁଇ ଦିନର ଧାରଣା ପରେ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ଯାହା ଦ୍ୱାରା ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ସରକାରଙ୍କ ସହ ଆଲୋଚନା ପରେ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି ନର୍ସିଂ କର୍ମଚାରୀ ସଂଘ। ଅନ୍ୟପଟେ,…

ଯାଞ୍ଚ ହେବ ଅବଢ଼ାର ମାନ, ନିଯୁକ୍ତ ହେବେ…

ଓଏଲ୍‌ ବ୍ୟୁରୋ: ତିରୁପତି ମନ୍ଦିରରେ ପ୍ରସାଦ ପ୍ରସ୍ତୁତିରେ ବ୍ୟବହୃତ ଘିଅ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାପରେ, ଶ୍ରୀ ମନ୍ଦିରରେ ବ୍ୟବହୃତ ଘିଅର ମାନ ଯାଞ୍ଚ ନେଇ ଦାବି ଉଠିଛି। ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ନିମନ୍ତେ ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ। ଘିଅର ମାନ ଯାଞ୍ଚ କରାଯିବ ବୋଲି…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ,…

ଓଏଲ୍‌ ବ୍ୟୁରୋ: ଆଜିଠୁ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ। ସରକାରକୁ ଆସିବା ପରେ ପ୍ରଥମ ଥର ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରୁଛନ୍ତି ରାଜ୍ୟ ସରକାର। ଲୋକସେବା ଭବନରେ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ…