Odisha Link
Bridging the Missing Links in Odisha
Daily Archives

October 28, 2024

ଆସନ୍ତାକାଲି ମହାବାତ୍ୟା ଆଧାରିତ ୨ଟି…

ଓଏଲ୍‌ ବ୍ୟୁରୋ: ୧୯୯୯ ମହାବାତ୍ୟାକୁ ପୂରିବାକୁ ଯାଉଛି ୨୫ ବର୍ଷ। ଏହି ମହାବାତ୍ୟା ଦିନେ ଧୋଇ ନେଇଥିଲା ଓଡ଼ିଶାର ଶିରି। ପ୍ରକୃତି ଯେ କେତେ ଭୟଙ୍କର ହୋଇପାରେ ତାହା ୧୯୯୯ ଅକ୍ଟୋବର ୨୯, ଶୁକ୍ରବାର ସାରା ଓଡ଼ିଶା ଦେଖିଥିଲା। ଆଖି ଆଗରେ ଦୋହଲିଯାଇଥିଲା ସବୁକିଛି। ଭାଙ୍ଗି ଯାଇଥିଲା ଘର, ଉପୁଡ଼ି ପଡ଼ିଥିଲା…

ଆଜି ଦ୍ଵିତୀୟ ଦିନରେ ବାତ୍ୟାଞ୍ଚଳ…

ଓଏଲ୍‌ ବ୍ୟୁରୋ: ଆଜି ପୁଣି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨ୟ ଦିନରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ପରିଦର୍ଶନ କରିଛନ୍ତି। ଲ୍ୟାଣ୍ଡଫଲ୍ କରିଥିବା ସ୍ଥାନ ହାବେଳୀଖଟିର ସ୍ଥିତି ମଧ୍ୟ ପରଖିଛନ୍ତି।। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ଓ…

ଓଏଏସ୍ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଭାବେ ବିନୋଦ ଜେନାଙ୍କୁ ବଦଳି କରାଯାଇଛି। ଶିଶୁ ଓ ମହିଳା ବିକାଶର ଯୁଗ୍ମ ସଚିବ ଭାବେ ଗୋପୀନାଥ କୁଅଁରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେହିଭଳି ଶୈଳେନ୍ଦ୍ର ଜେନାଙ୍କୁ ମିଶନ ଶକ୍ତିର ଯୁଗ୍ମ ସଚିବ…

ରାସ୍ତା ନିର୍ମାଣ ନେଇ ମନ୍ତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: ରାସ୍ତା ନିର୍ମାଣ ପାଇଁ କିଛି ଦିନ ହେବ ରୋଡ୍ ଜାମ ଭଳି ସମସ୍ୟା ଦେଖା ଦେଉଛି। ଯାହାକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମନଇଚ୍ଛା ରାସ୍ତା ଖୋଳିପାରିବେନି ନିର୍ମାଣକାରୀ ସଂସ୍ଥା। ରାସ୍ତା ଖନନ ନେଇ ଖୁବଶୀଘ୍ର ନିର୍ମାଣ ମାର୍ଗଦର୍ଶିକା ଆସିବ।…

ବାଣ ବିକ୍ରି ପାଇଁ ଆସିଲା ଗାଇଡଲାଇନ୍,…

ଓଏଲ୍‌ ବ୍ୟୁରୋ: ଆସନ୍ତା ଅକ୍ଟୋବର ୩୧ରେ ଆଲୋକର ପର୍ବ ଦୀପାବଳୀ ପାଳନ କରାଯିବ। ଏହି ଦିନ ଧନଧାତ୍ରୀ ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନ କରାଯାଏ। ମା ଲକ୍ଷ୍ମୀଙ୍କ ପାଖେ ପୂଜା କରି ଧନ ବୃଦ୍ଧି, ସମୃଦ୍ଧି ଓ ଶାନ୍ତି ପାଇଁ ପୂଜାର୍ଚ୍ଚନା କରାଯାଏ। ଆଲୋକର ପର୍ବ ଦୀପାବଳୀରେ ଜଳିବ ଦୀପ। ପରିବେଶକୁ ପ୍ରଦୂଷଣମୁକ୍ତ…

ମହାରାଷ୍ଟ୍ର ନିର୍ବାଚନ: ପ୍ରାର୍ଥୀପତ୍ର…

ଓଏଲ୍‌ ବ୍ୟୁରୋ: ହରିୟାଣା ଓ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପରେ ନଭେମ୍ବର ମାସରେ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ହେବ ନିର୍ବାଚନ। ଏଥିସହିତ ଦେଶର ୪୭ ବିଧାନସଭା ଓ ୨ଟି ଲୋକସଭା ଆସନରେ ଉପନିର୍ବାଚନ ମଧ୍ୟ ହେବ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଏହି କ୍ରମରେ ଆଜି ନାମାଙ୍କନ…

ଗୁଳିମାଡ଼ ପରେ ଯବାନଙ୍କ ଜବାବ,…

ଓଏଲ୍‌ ବ୍ୟୁରୋ: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଗାଡ଼ିକୁ ଗୁଳିମାଡ଼ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଯବାନ ପାଲଟା ଜବାବ ଦେଇଛନ୍ତି। ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିପାତ ହୋଇଛନ୍ତି। ସୂଚନା ଅନୁସାରେ, ଅଖନୁର୍‌ ସେକ୍ଟର ନିକଟରେ ସୁରକ୍ଷାକର୍ମୀଙ୍କୁ…

ମଠ ମନ୍ଦିରର ସୁରକ୍ଷା ପାଇଁ ନୂଆ ଯୋଜନା,…

ଓଏଲ୍‌ ବ୍ୟୁରୋ: ମଠ ମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଖୁବଶୀଘ୍ର ସରକାର ଦେବାଳୟ ଯୋଜନା ଆଣିବାକୁ ଯାଉଛନ୍ତି। ଏନେଇ ଚର୍ଚ୍ଚା ଆଲୋଚନା ସହ ବ୍ଲୁପ୍ରିଣ୍ଟ କରାଯାଉଛି। ନୂଆ ଯୋଜନା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ ପୃଥ୍ବୀରାଜ…

ଝାଡ଼ଖଣ୍ଡ ନିର୍ବାଚନ: ଆସନ୍ତାକାଲି…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନର ୩ ମାସ ପରେ ଅନୁଷ୍ଠିତ ହୋଇଥିଲା ହରିୟାଣା ଓ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ। ଯାହାର ଫଳାଫଳ ପ୍ରକାଶ ପାଇ ସାରିଛି। ଏବେ ଆଉ ଦୁଇଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଯାହାର ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାରେ…

ଆସନ୍ତାକାଲିଠୁ ଲାଗୁ ହେବ ଆୟୁଷ୍ମାନ ଭାରତ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠାରୁ ସାରା ଭାରତରେ ଲାଗୁ ହେବ ଆୟୁଷ୍ମାନ ଭାରତ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ। ଏନେଇ ଯୋଜନା ସଂପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସାରା ଦେଶରେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଲୋକ ଏହାର ସୁବିଧା ପାଇବେ।…