Odisha Link
Bridging the Missing Links in Odisha
Daily Archives

October 29, 2024

ମହାବାତ୍ୟାକୁ ୨୫ ବର୍ଷ: ବିପତ୍ତି ସଂଗୀତ…

ଆଜି ହେଉଛି ତର୍ପଣ ଓ ଅର୍ପଣର ଦିନ: ଡ. ପ୍ରତିଭା ରାୟ ଅତୀତ ଆମର ଶିକ୍ଷକ: ସୁରେଶ ପୂଜାରୀ ଭୁବନେଶ୍ବର: ୧୯୯୯ ମସିହାର ଛାତିଥରା ମହାବାତ୍ୟାକୁ ମଙ୍ଗଳବାର ଦିନ ୨୫ ବର୍ଷ ପୂରିଛି। ମୃତ୍ୟୁର ସେ କରାଳ ତାଣ୍ଡବର ବିକଳ ଦୃଶ୍ୟ ଏବେ ବି ସତେଜ ଅଛି। ପ୍ରତିବର୍ଷ ଏମିତି କେତେ ବାତ୍ୟା, ବନ୍ୟା,…

ହ୍ବାଇଟ୍ ହାଉସରେ ଆଲୋକର ପର୍ବ, ଦୀପାବଳି…

ଓଏଲ୍‌ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ହ୍ୱାଇଟ୍ ହାଉସରେ ଦିପାବଳୀ ପାଳନ କରିଛନ୍ତି। ହ୍ୱାଇଟ୍ ହାଉସରେ ଦିପାବଳୀ ଉତ୍ସବରେ ଦେଶର ବିଭିନ୍ନ ସ୍ଥାନରୁ ସାଂସଦ, ଅଧିକାରୀ ତଥା କର୍ପୋରେଟ କାର୍ଯ୍ୟନିର୍ବାହୀ ସମେତ ୬୦୦ରୁ ଅଧିକ ବିଶିଷ୍ଟ ଭାରତୀୟ ଆମେରିକୀୟ ଯୋଗ ଦେଇଥିଲେ। ଆଉ ମାତ୍ର…

ନଦୀକୁ ଖସିଲା ବାଇକ୍, ଘଟିଲା ବଡ଼ ଅଘଟଣ

ଓଏଲ୍‌ ବ୍ୟୁରୋ: ସୋର-କୁପାରି ବିପର୍ଯ୍ୟସ୍ଥ ରାସ୍ତାରେ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ପିତାକାଳିଆ ନଦୀକୁ ଖସି ପଡ଼ିଲେ ବାଇକ୍ ଆରୋହୀ ୨ ଯୁବକ। ନଦୀକୁ ଖସି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ରାସ୍ତା ଖରାପ ଥିବାରୁ ଏଭଳି…

ରାସନକାର୍ଡରୁ ବାଦ୍ ପଡ଼ିବେ ଅଯୋଗ୍ୟ…

ଓଏଲ୍‌ ବ୍ୟୁରୋ: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଇ-କେୱାଇସିକୁ ନେଇ ସାଧାରଣରେ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଲକ୍ଷ ଯେଉଁମାନେ ଭୂତ ରାସନକାର୍ଡ କିମ୍ବା ଅଯୋଗ୍ୟ ସେମାନଙ୍କୁ ବାଦ୍ ଦେବା।…

ସ୍ୱର୍ଗଦ୍ୱାରରେ ଘସିରେ ହେବ ଶବହାଦ,…

ଓଏଲ୍‌ ବ୍ୟୁରୋ: ପୁରୀ ସ୍ଥିତ ସ୍ୱର୍ଗଦ୍ୱାରରେ ଘସିରେ ହେବ ଶବହାଦ। ଏନେଇ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସ୍ୱର୍ଗଦ୍ୱାରରେ ଘସିରେ ହେବ ଶବହାଦ। ହିନ୍ଦୁ ଶାସ୍ତ୍ର ଅନୁଯାଇ ଗୋବରକୁ ଶବ ଦାହରେ ବ୍ୟବହାର କରାଯିବ। ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।…

ବିଜେପିକୁ ପ୍ରମିଳାଙ୍କ କଟାକ୍ଷ, କଡ଼ା…

ଓଏଲ୍‌ ବ୍ୟୁରୋ: ଆସୁଛି ଦୀପାବଳି। ହେଲେ ଏପର୍ଯ୍ୟନ୍ତ ନେତାଙ୍କୁ ମିଳିଲାନି ପାର୍ବଣ ଲଡ଼ୁ। ୨୪ ବର୍ଷର ସରକାରକୁ ପଛରେ ପକାଇ ପ୍ରଥମ ଥର ପାଇଁ ଶାସନ ଗାଦିରେ ବସିଥିବା ବିଜେପି ସରକାରକୁ ୪ ମାସ ପୂରିଲାଣି ହେଲେ ଏପର୍ଯ୍ୟନ୍ତ ରାଜ୍ୟ ଯୋଜନା ବୋର୍ଡ, ନିଗମ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିପାରୁ ନାହିଁ। ଯାହାକୁ…

ପଦ୍ମ ଧରିଲେ ରୀନାରାଣୀ ଖଟୁଆ, ନିଲମ୍ବିତ…

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ଢେଙ୍କାନାଳ ଗଁନ୍ଦିଆର ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ। ରାଜନୈତିକ ଦଳବଦଳ ଚର୍ଚ୍ଚାରେ ସାମିଲ ହୋଇଛନ୍ତି ଗଁନ୍ଦିଆର ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ। ଆଜି ଢେଙ୍କାନାଳ ଗଁନ୍ଦିଆର ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆଙ୍କୁ ବିଜେଡି ସୁପ୍ରିମୋ ଦଳରୁ ନିଲମ୍ବିତ କରିଥିବା ଘଟଣା…

ଦୂର ହେବ ଦାଦନ ସମସ୍ୟା, ଟୋଲ୍ ଫ୍ରି…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସରକାର ଦାଦନ ସମସ୍ୟାର ନିରାକରଣ ପାଇଁ ଟାସ୍କଫୋର୍ସ ଗଠନ କରିଛନ୍ତି। ଏହି ଗଠିତ ଟାସ୍କଫୋର୍ସର ପ୍ରଥମ ବୈଠକ ହୋଇଛି। ଦାଦନ ଜନିତ ବିସ୍ଥାପନ ସମସ୍ୟାର ନିରାକରଣ ନିମନ୍ତେ ଗଠନ ହୋଇଥିବା ଟାସ୍କଫୋର୍ସର ପ୍ରଥମ ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି…

ଓଡ଼ିଶାବାସୀଙ୍କୁ ମିଳିବ ଆୟୁଷ୍ମାନ ଭାରତ…

ଓଏଲ୍‌ ବ୍ୟୁରୋ: ଆଜିଠୁ ସାରା ଭାରତରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ। ନବମ ଆୟୁର୍ବେଦ ଦିବସ ଅବସରରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ସ୍ବାସ୍ଥ୍ୟ ପ୍ରକଳ୍ପ ଓ ଭତ୍ତିଭୂମିର ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଆଜି ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାର…

ଦେଶବାସୀଙ୍କୁ ମୋଦିଙ୍କ ଭେଟି, ୧୨ ହଜାର…

ଓଏଲ୍‌ ବ୍ୟୁରୋ: ଆଜିଠୁ ସାରା ଭାରତରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ। ନବମ ଆୟୁର୍ବେଦ ଦିବସ ଅବସରରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ସ୍ବାସ୍ଥ୍ୟ ପ୍ରକଳ୍ପ ଓ ଭତ୍ତିଭୂମିର ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା…