Odisha Link
Bridging the Missing Links in Odisha
Daily Archives

November 1, 2024

ବଡ଼ ରହସ୍ୟ ଉପରୁ ପରଦା ଉଠିବ କେବେ ?

ଓଏଲ୍‌ ବ୍ୟୁରୋ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ପାଇଁ ସମସ୍ତ ଟିମ୍‌ ସେମାନଙ୍କର ରିଟେନସନ୍‌ ଖେଳାଳିଙ୍କ ତାଲିକା ଜାରି କରିଛନ୍ତି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ୪ ଜଣ ଖେଳାଳିଙ୍କୁ ରିଟେନସନ୍‌ କରିଛି। ଯେଉଁଥିରେ ଅଧିନାୟକ ଋଷଭ ପନ୍ତଙ୍କ ନାମ ନାହିଁ। ତେବେ ଆଇପିଏଲ୍‌ ୨୦୨୫ର…

ପଦ୍ମ ଧରିବେ ବରୀର ପୂର୍ବତନ ବିଧାୟିକା,…

ଓଏଲ୍‌ ବ୍ୟୁରୋ: ସରକାରରୁ ଗାଦିଚ୍ୟୁତ ହେବା ପରେ ବିଜୁ ଜନତା ଦଳକୁ ନେଇ ପ୍ରତିଦିନ ଆସୁଛି ନୂଆ କଥା। ବିଜେପି ବିଜେଡିକୁ ଟାର୍ଗେଟ କରୁଥିବା ବେଳେ ବିଜେଡି ନେତା ଦଳୀୟ କନ୍ଦଳ କଥା କହିବାରେ ଲାଗିଛନ୍ତି। ଏସବୁ ମଧ୍ୟରେ ସାମ୍ନାକୁ ଆସିଛନ୍ତି ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ବରୀ ବିଧାୟିକା ସୁନନ୍ଦା…

ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର,…

ଓଏଲ୍‌ ବ୍ୟୁରୋ: ବଢ଼ିଚାଲିଛି ସୁନା ଦର। ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର। ନଭେମ୍ବର ପହିଲାରେ ମଧ୍ୟ ସୁନା ଦର ଉପରମୁହାଁ ରହିଛି। ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୬,୨୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ…

ଚେନାବ ବ୍ରିଜ ଉପରେ ଚୀନର ନଜର, ଡ୍ରାଗନ୍‌…

ଓଏଲ୍‌ ବ୍ୟୁରୋ: ପାକିସ୍ତାନ ଓ ଚୀନ ସମ୍ପର୍କର ଯୁଗଳବନ୍ଦୀ କାହାକୁ ବି ଅଛପା ନାହିଁ। ଏହି ଦୁଇ ଦେଶ ସବୁବେଳେ ଭାରତ ବିପକ୍ଷରେ ଷଡ଼ଯନ୍ତ୍ର ରଚିବାରେ ବ୍ୟସ୍ତ ରୁହନ୍ତି। ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଚୀନ ଗୁଇନ୍ଦା ବିଭାଗ କଥାରେ ପାକିସ୍ତାନ ଗୁଇନ୍ଦା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା:…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ନିଜ ମାଟିରେ ରୋଜଗାର ପାଇବ ଓଡ଼ିଆ ପୁଅ। କେନ୍ଦୁଝରରେ JSW-ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲପ୍ଲାଣ୍ଟ। କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି। JSW ସହ ପୋସ୍କୋ ଏମଓୟୁ କରିବା ପରେ ଏନେଇ ଚର୍ଚ୍ଚା…

ଜୀବନ ନେଲା ଆମ୍ବ ଟାକୁଆ, ତଦନ୍ତ…

ଓଏଲ୍‌ ବ୍ୟୁରୋ: ଦୀପାବଳିରେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା। ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି। ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଏହି ଅଭାବନୀୟ ଘଟଣା…

ଲଣ୍ଡନରେ ଦୀପାବଳି ପାଳିଲେ ପ୍ରବାସୀ…

ଓଏଲ୍‌ ବ୍ୟୁରୋ: ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାର ମହକ। ଲଣ୍ଡନରେ ଦେଖିବାକୁ ମିଳିଛି ଆଲୋକର ପର୍ବ ଦୀପାବଳିର ମାହୋଲ। ନାଚ ଗୀତରେ ଝୁମିଛନ୍ତି ପ୍ରବାସୀ ଭାରତୀୟ। ବହୁ ସଂଖ୍ୟାରେ ଭାରତୀୟ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦୀପାବଳି ପାଳନ କରିଛନ୍ତି। ପ୍ରବାସୀ ଓଡିଆଙ୍କ ପକ୍ଷରୁ ମଧ୍ୟ ସାଂସ୍କୃତିକ…

ଜାଡେଜାଙ୍କ ଫ୍ଲିପର, ନ୍ୟୁଜିଲାଣ୍ଡ ୨୩୫…

ଓଏଲ୍‌ ବ୍ୟୁରୋ: ମୁମ୍ବାଇ ଟେଷ୍ଟରେ ରବୀନ୍ଦ୍ର ଜାଡେଜାଙ୍କୁ ୫ ଓ୍ବିକେଟ ସଫଳତା। ଜାଡେଜାଙ୍କ ଫ୍ଲିପର ବଳରେ ନ୍ୟୁଜିଲାଣ୍ଡ ଦଳକୁ ୨୩୫ ରନ୍‌ରେ ସୀମିତ ରଖିବାରେ ସଫଳ ହୋଇଛି ରୋହିତ ବାହିନୀ। ଓ୍ବାଙ୍ଖଡେରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନରେ ହିଁ ଅଲଆଉଟ୍‌ ହୋଇଛି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ।…

ବିବାଦରେ ଇସ୍କନର ଅଦିନିଆ ରଥଯାତ୍ରା,…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ଇସ୍କନର ଅଦିନିଆ ରଥଯାତ୍ରା। ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ବିବାଦ ହେଉଥିବାବେଳେ ଅଦିନରେ ଇସ୍କନର ରଥଯାତ୍ରା ଆୟୋଜନ ଉପରେ ଆପତ୍ତି ଉଠାଇଥିଲେ ଗଜପତି ମହାରାଜା। ଚାରିଆଡ଼ୁ ବିରୋଧ ହେବାପରେ…

ବାର୍‌ରେ ଡ୍ୟାନ୍ସ ହେଲେ ରଦ୍ଦ ହେବ…

ଓଏଲ୍‌ ବ୍ୟୁରୋ: ବାର୍‌ ଡ୍ୟାନ୍ସ ନିଷିଦ୍ଧ ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ। ଏନେଇ ଆଜି ଚେତାବନୀ ଦେଇଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଯେଉଁ ଡ୍ୟାନ୍ସ ବାର୍‌ ମାଲିକ ଗାଇଡଲାଇନ୍‌ ଉଲ୍ଲଂଘନ କରିବେ ତାଙ୍କର ଲାଇସେନ୍ସ ରଦ୍ଦ ହେବ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ। ସେ ଆହୁରି…