କୋରାପୁଟ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଧାରଣା
ଓଏଲ୍ ବ୍ୟୁରୋ: ପିଲାଙ୍କ ପାଠପଢିବା ପାଇଁ ଶୈଖିକ ବାତ୍ତାବରଣର ବିଶେଷ ଆବଶ୍ୟକତା ରହିଛି। କେବଳ ରାଗିଇଂ ମୁକ୍ତ କ୍ୟାମ୍ପସ କରିଦେଲେ ହେବନି ବରଂ କ୍ୟାମ୍ପସ ପାଠପଡିବ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇଦେବା କଲେଜର ଦାୟିତ୍ୱ ବୋଲି ଛାତ୍ରଛାତ୍ରୀ ମତ ରଖିଛନ୍ତି। ଅସୁବିଧାର ଲମ୍ବା ଲିଷ୍ଟ ଧରି କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି।ହଷ୍ଟେଲରେ ପାଣି ସମସ୍ୟାକୁ ନେଇ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀ। ଉଭୟ ବାଳକ ଓ ବାଳିକା ହଷ୍ଟେଲରେ ପାଣି ସମସ୍ୟାକୁ ନେଇ ଧାରଣା ଦେଇଛନ୍ତି।