Odisha Link
Bridging the Missing Links in Odisha
Daily Archives

December 12, 2024

ଶିଶୁଭବନ ପରିସରରୁ ହଟିବ ଜବରଦଖଲ,…

ଓଏଲ୍‌ ବ୍ୟୁରୋ: ବର୍ଷ ବର୍ଷ ଧରି ରାଜ୍ୟର ଏକମାତ୍ର ଶିଶୁ ରୋଗ ଡାକ୍ତରଖାନା ଭାବେ ପରିଗଣିତ ହୋଇ ଆସୁଥିବା ଶିଶୁଭବନ ଏବେ ଜବରଦଖଲରେ। ରାସ୍ତାକୁ ଏବେ ହୋଟେଲ୍ ବ୍ୟବସାୟୀ ଓ ଉଠା ଦୋକାନୀ ଏକପ୍ରକାର ଜବରଦଖଲ କରିନେଇଛନ୍ତି। ଶିଶୁଭବନ ପଛପଟ ଗେଟର ସ୍ଥିତି ଆହୁରି ସଂଗିନ। ଏସବୁ ଭିତରେ ଶିଶୁଭବନ ଲାଲବାଗ…

ବଡ଼ ଖବର: ୧୬ରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: ପୁଣି ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ। ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିବାବେଳେ ଆଗାମୀ ୧୬ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଖୋଲା ରହିବ ବୋଲି ସୂଚନା ରହିଛି।…

କ୍ରୀଡ଼ା କ୍ଷେତ୍ରରେ ନୂଆ ଅଧ୍ୟାୟ,…

ଓଏଲ୍‌ ବ୍ୟୁରୋ: କ୍ରୀଡ଼ା କ୍ଷେତ୍ରରେ ଯୋଡି ହେଲା ନୂଆ ଅଧ୍ୟାୟ। ଦକ୍ଷ କ୍ରୀଡ଼ା ପ୍ରତିଭାଙ୍କ ପାଇଁ ଭିତ୍ତିଭୂମି ହେଉଛି ମଜଭୁତ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଘାଟନ ହୋଇଛି ବ୍ୟାଡ଼ମିଣ୍ଟନ ହାଇପରଫରର୍ମାନ୍ସ ସେଣ୍ଟର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାରତ…

ଧାନ ସଂଗ୍ରହ ସମୀକ୍ଷା କଲେ…

ଓଏଲ୍‌ ବ୍ୟୁରୋ: ବରଗଡ ସୋହେଲାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଚାଷୀଙ୍କୁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦ୍ର ସରକାରଙ୍କ ୨୩୦୦ ଏମଏସପି ସହ ୮୦୦ଟଙ୍କାର ଇନପୁଟ୍‌ ସହାୟତା ରାଶି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ହେଲେ ଧାନ ବିକ୍ରି ହେଉଥିବା ମଣ୍ଡିରେ…

‘ବିଜେଡି ଭାଙ୍ଗିଗଲେ ଦୁଃଖ…

ଓଏଲ୍‌ ବ୍ୟୁରୋ: ବିଜେପିର ବରିଷ୍ଠ ନେତା ତଥା ସମ୍ବଲପର ବିଧାୟକଙ୍କ ବଡ଼ ପ୍ରତିକ୍ରିୟା। ବିଜୁ ଜନତା ଦଳକୁ ତାତ୍ସଲ୍ୟ କରି ପ୍ରତିକ୍ରିୟା ରଖିଛନ୍ତି ଜୟନାରାଣ ମିଶ୍ର। ରାଜ୍ୟସଭାରେ ବିଜେଡି ଶୂନ ହେବ ବୋଲି ବିଜେପି ବିଧଶୟକ ଅଶୋକ ମହାନ୍ତି କହିବାର କିିଛି ସମୟ ପରେ ଜୟନାରାୟଣ ମିଶ୍ର ରଖିଛନ୍ତି…

ଭରତପୁର ଥାନା ମାମଲା: ରାଜ୍ୟ ସରକାରଙ୍କୁ…

ଓଏଲ୍‌ ବ୍ୟୁରୋ: ହାଇକୋର୍ଟରେ ପହଂଚିଛି ଭରତପୁର ଥାନା ମାମଲା। ଭରତପୁର ଥାନାରେ ସେନା ଅଫିସର ଏବଂ ପୁଲିସ କର୍ମୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ଯାହା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଭରତପୁର ଥାନା ବିବାଦ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଥିବାବେଳେ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ…

ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନକୁ…

ଓଏଲ୍‌ ବ୍ୟୁରୋ: ଏକକ ନିର୍ବାଚନକୁ ନେଇ ଆଉ ପାଦେ ଆଗକୁ ବଢ଼ିଲା କେନ୍ଦ୍ର। କେନ୍ଦ୍ର ସରକାର ‘ଏକ ଦେଶ, ଏକ ନିର୍ବାଚନ’ ନିୟମ ପାଇଁ ଜୋରଦାର ଉଦ୍ୟମ କରିଛନ୍ତି। ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ମିଳିଛି। ପୂର୍ବରୁ ସେପ୍ଟେମ୍ବରରେ କେନ୍ଦ୍ର କ୍ୟାବିନେଟ ବୈଠକରେ ରାମନାଥ…

ମହାପ୍ରସାଦ ଦର ନିୟନ୍ତ୍ରଣ ଦାବି:…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ। ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ। ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଶ୍ରୀମନ୍ଦିର ମହାପ୍ରସାଦ ଦର ହ୍ରାସ ପାଇଁ ପୁରୀ ବିଜେଡି ବିଧାୟକ ଦାବି କରିଥିଲେ। ଏହା ପରେ ବିଧାନସଭା ବନ୍ଦ ହେବାର ୨୪ ଘଣ୍ଟା…

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୭…

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ଦନ୍ତେୱାଡା-ନାରାୟଣପୁର ସୀମାରେ ଜାରି ରହିଥିବା ଗୁଳିବିନିମୟରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଭିତରେ ୭ ମାଓବାଦୀ ନିହତ ହୋଇଛନ୍ତି। ଦକ୍ଷିଣ ଅବୁଝମାଡ଼ ଜଙ୍ଗଲରେ ମୁହାଁମୁହିଁ ବେଳେ ୭ ମାଓବାଦୀ ନିହତ ହୋଇଥିବା ବସ୍ତର…

ଖୁବଶୀଘ୍ର ବିଜେପିରେ ମିଶିବେ ଆଉ ୨…

ଓଏଲ୍‌ ବ୍ୟୁରୋ: ବିଧାନସଭା ବନ୍ଦ ହେବାର ୨୪ ଘଣ୍ଟା ନପୂରୁଣୁ ବଡ଼ ଦାବି କରିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ବର୍ତ୍ତମାନ ସଂସଦର ଶୀତ ଅଧିବେଶନ ଚାଲିଛି। ଏହି ସମୟରେ ବିସ୍ପୋରକ ବୟାନ ରଖିଛନ୍ତି ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି। ଅଶୋକ ମହାନ୍ତି କହିଛନ୍ତି, ଖୁବଶୀଘ୍ର ବିଜେପିରେ ମିଶିବେ ୨…