ମୋଦକ ଚୋରି ଘଟଣାରେ ପ୍ରାରମ୍ଭିକ ତଦନ୍ତ…
ଓଏଲ୍ ବ୍ୟୁରୋ: ଆଉ ଦୁଇ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପାଇଁ ଜୋରସୋରରେ ପ୍ରସ୍ତୁତ ଚାଲିଥିବାବେଳେ ଏକ ବଡ ଖବର ସାମ୍ନାକୁ ଆସିଛି। ମହାପ୍ରଭୁଙ୍କ ପାଇଁ ଆସିଥିବା ମୋଦକ ମଣିମାଙ୍କୁ ଲାଗି ହେବା ପୂର୍ବରୁ ହିଁ ତାହା ଚୋରି ହେଇଗଲା। ଆଉ ଶେଷରେ ମାରା ମୋଦକ ମହାପ୍ରଭୁଙ୍କୁ…