‘ପ୍ରଥମଥର ପାଇଁ ଉତ୍କର୍ଷ ଓଡ଼ିଶା…
ଓଏଲ୍ ବ୍ୟୁରୋ: ଆସନ୍ତା ୨୮ରେ ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ହେବାକୁ ଉତ୍କର୍ଷ ଓଡ଼ିଶା ସମ୍ମେଳନ। ଯାହାକି ୨ ଦିନ ଅର୍ଥାତ ୨୮ ଓ ୨୯ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ। ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମ ହେବ। ଏନେଇ ଶିଳ୍ପ ସଚିବ ହେମନ୍ତ ଶର୍ମା ସାମ୍ବାଦିକ ସମ୍ମେଳନ କରି ସୂଚନା ଦେଇଛନ୍ତି। ପ୍ରଥମ…