Odisha Link
Bridging the Missing Links in Odisha

ଏନ୍‌କାଉଣ୍ଟର: ୩ ମାଓବାଦୀ ନିପାତ

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ରେ ପୁଣି ଏନକାଉଣ୍ଟର। ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ବେଳେ ପୁଲିସକୁ ସଫଳତା ମିଳିଛି। ଏନକାଉଣ୍ଟରରେ ୩ ମାଓବାଦୀ ମୃତ୍ୟୁ ହୋଇଛି। ତେବେ ସୁକୁମା ବିଜାପୁର ସୀମାରେ ଗୁଳି ବିନିମୟ ଜାରି ରହିଥିବା ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି।

Leave A Reply

Your email address will not be published.