Odisha Link
Bridging the Missing Links in Odisha
Daily Archives

January 15, 2025

ଗଣଶିକ୍ଷା ବିଭାଗରେ ଲାଗୁ ହେଲା ଜାତୀୟ…

ଓଏଲ୍‌ ବ୍ୟୁରୋ: ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଲାଗୁ ହେଲା ଜାତୀୟ ଶିକ୍ଷା ନୀତି ୨୦୨୦। ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଆଯାଇଛି ନିଷ୍ପତ୍ତି। ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍‌ ପ୍ରସ୍ତୁତି…

ତୁଟିଲା ବିବାଦ, ପ୍ରଭୁ ଲିଙ୍ଗରାଜଙ୍କ…

ଓଏଲ୍‌ ବ୍ୟୁରୋ: ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତିକୁ ନେଇ ବିବାଦ ପ୍ରସଙ୍ଗରେ ବୈଠକ ପରେ ନିଷ୍କର୍ସ ବାହାରିଛି। ଦୁଇ ଦିନ ହେବ ଲାଗିରହିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି। ବର୍ତ୍ତମାନ ଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି। ଜିଲ୍ଲାପାଳ କହିଛନ୍ତି,…

ପୁରୀ: ଆଖିବୁଜିଲେ ଶ୍ରୀମନ୍ଦିରର ଜଣେ…

ଓଏଲ୍‌ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଭିତରେ ଘଟିଛି ଅଭାବନୀୟ ଘଟଣା। ଦ୍ବିପ୍ରହାର ଧୂପ ପାଇଁ ପାଣି ପକାଉଥିବା ବେଳେ ଟଳି ପଡିଲେ ସୁଆର ବଡୁ ସେବାୟତ ଜଗନ୍ନାଥ ସୁନାଥାଳି। ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡ଼ିଗଲେ ସମ୍ପୃକ୍ତ ସେବକ। ସମ୍ପୃକ୍ତ ସେବକ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ…

ନାମାଙ୍କନ ଭରିଲେ ଅରବିନ୍ଦ କେଜ୍ରିୱାଲ,…

ଓଏଲ୍‌ ବ୍ୟୁରୋ: ୨୦୨୫ର ପ୍ରଥମ ବିଧାନସଭା ନିର୍ବାଚନ ଦିଲ୍ଲୀରେ ହେବାକୁ ଯାଉଛି। ଏଥିପାଇଁ ବିଧିବଦ୍ଧ ଭାବେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ନାମାଙ୍କନ…

ରାଜ୍ୟରେ ଘନକୁହୁଡ଼ି ଭୟ: ୭ ଜିଲ୍ଲାକୁ…

ଓଏଲ୍‌ ବ୍ୟୁରୋ: ପୁଣି ଘନକୁହୁଡ଼ିକୁ ନେଇ ସତର୍କତା ଜାରି ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି।…

ନନ୍ଦନକାନନରୁ ଆସିଲା ଦୁଃଖଦ ଖବର:…

ଓଏଲ୍‌ ବ୍ୟୁରୋ: ବର୍ଷ ଆରମ୍ଭରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆସିଲା ଦୁଃଖଦ ଖବର। ତୃତୀୟ ଥର ମାଆ ହୋଇଥିବା ବାଘୁଣୀ ରୁପାର ଶାବକ ଆଖି ବୁଜିଛି। ନନ୍ଦନକାନନରେ କମିଲା ବାଘ ସଂଖ୍ୟା। ଅସୁସ୍ଥତା କାରଣରୁ ଚିକିତ୍ସିତ ଅବସ୍ଥାରେ ଥିବା ବାଘୁଣୀ ରୂପାର ଶାବକର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ନଭେମ୍ବର…

ପୁଣି ଚର୍ଚ୍ଚାରେ ଦାନୀ ଭିକ୍ଷୁକ ତୁଳା…

ଓଏଲ୍‌ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଫୁଲବାଣୀର ଦାନୀ ଭିକ୍ଷୁକ ତୁଳା ମାଉସୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତାଙ୍କର ଫଟୋକୁ ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ସ୍ଥାନିତ କରାଯାଇଛି। ଭାରତ ସରକାରଙ୍କ ଦ୍ଵାରା ସରକାରୀ କ୍ୟାଲେଣ୍ଡର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ…

ଓଏଏସ୍ ସ୍ତରରେ ଅଦଳବଦଳ:…

ଓଏଲ୍‌ ବ୍ୟୁରୋ: ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ଆଲୋକ କୁମାର ପ୍ରଧାନଙ୍କୁ ନିଯୁକ୍ତି ମିଳିଛି। ଆଲୋକ କୁମାର ପ୍ରଧାନ ପୂର୍ବରୁ ଏଡିଜି ଭାବେ କେନ୍ଦୁଝର ଜିଲ୍ଲା ଦାୟିତ୍ୱରେ ଥିଲେ। ସେହିଭଳି ପଦ୍ମ ଚରଣ ସାହୁଙ୍କୁ କ୍ରୀଡା ବିଭାଗ ଉପ ସଚିବ ଭାବେ…

ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ…

ଓଏଲ୍‌ ବ୍ୟୁରୋ: ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ମଧ୍ୟରେ ଦେଖାଦେଇଛି ବିବାଦ। ଫଳରେ ସୋମବାର ରାତି ସାଢ଼େ ୮ରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି। ଆଜି ବି ହୋଇନି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି…

ବଡ଼ ଖବର: ସ୍ଥଗିତ ଥିବା ୟୁଜିସି-ନେଟ୍‌…

ଓଏଲ୍‌ ବ୍ୟୁରୋ: ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ସ୍ଥଗିତ ରହିଥିବା ନେଟ୍‌‌ ପରୀକ୍ଷା ପାଇଁ ପୁନଃ ପରୀକ୍ଷା ତାରିଖ ପ୍ରକାଶ ପାଇଛି। ୧୫ ତାରିଖରେ ହେବାକୁ ଥିବା ପରୀକ୍ଷା ଆସନ୍ତା ୨୧ ଓ ୨୭ ତାରିଖରେ ହେବ। ଦୁଇଟି ସିଫ୍ଟରେ ପରୀକ୍ଷା ହେବ ବୋଲି ନେସନାଲ୍‌‌ ଟେଷ୍ଟିଂ ଏଜେନ୍ସି (ଏନ୍‌‌ଟିଏ) ପକ୍ଷରୁ…