ବଜେଟ୍ ୨୦୨୫: ଜାଣନ୍ତୁ କେଉଁ ବିଭାଗକୁ କେତେ ?

ଓଏଲ୍ ବ୍ୟୁରୋ: ଲଗାତାର ୮ମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। ୨୦୨୫-୨୬ ବଜେଟରେ କିଛି ପ୍ରମୁଖ ଘୋଷଣା କରାଯାଇଥିବାବେଳେ, ଆୟକରକୁ ନେଇ ମଧ୍ୟ ବଡ଼ ଘୋଷଣା ହୋଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋଟ ୫୦ ଲକ୍ଷ ୬୫ ହଜାର ୩୪୫ କୋଟିର ବଜେଟ୍ ଘୋଷଣା ହୋଇଛି । ମୋଦି ସରକାରର ୩.୦ରେ ଏଥର କେଉଁ ବିଭାଗକୁ ମିଳିଛି କେତେ ଟଙ୍କା? ତାଉପରେ ପକାଇବା ନଜର।
ପରିବହନ- ୫ ଲକ୍ଷ ୪୮ ହଜାର ୬୪୯ କୋଟିରେ
ପ୍ରତିରକ୍ଷା- ୪ ଲକ୍ଷ ୯୧ ହଜାର ୭୩୨
ରିହାତି- ୩ ଲକ୍ଷ ୮୩ ହଜାର ୪୦୭
ପେନସନ୍- ୨ ଲକ୍ଷ ୭୬ ହଜାର ୬୧୮
ଗ୍ରାମ୍ୟ ଉନ୍ନୟନ- ୨ ଲକ୍ଷ ୬୬ ହଜାର ୮୧୭
ଗୃହ ମନ୍ତ୍ରଣାଳୟ- ୨ ଲକ୍ଷ ୩୩ ହଜାର ୨୧୧
କୃଷି- ୧ ଲକ୍ଷ ୭୧ ହଜାର ୪୩୭
ଶିକ୍ଷା- ୧ ଲକ୍ଷ ୨୮ ହଜାର ୬୫୦
ନଗର ଉନ୍ନୟନ- ୯୬ ହଜାର ୭୭୭
ଆଇଟି ଓ ଟେଲିକମ୍- ୯୫ ହଜାର ୨୯୮ କୋଟି
ଉର୍ଜା- ୮୧ ହଜାର ୧୭୪