ଭାରତୀୟ ରେଳ ପକ୍ଷରୁ ଏକ ସୁପର ଆପ୍ର ଶୁଭାରମ୍ଭ

ଓଏଲ୍ ବ୍ୟୁରୋ: ରେଳ ଯାତ୍ରୀଙ୍କ ପାଇଁ ଖୁସିଖବର। ଭାରତୀୟ ରେଳ ପକ୍ଷରୁ ଏକ ସୁପର ଆପ୍ର ଶୁଭାରମ୍ଭ। ରେଳଯାତ୍ରୀ ମାନଙ୍କର ଜରୁରୀ ଆବଶ୍ୟକତାକୁ ପୂରଣ କରିବ ସୁପର ଆପ୍। ଭାରତୀୟ ରେଳ ପକ୍ଷରୁ ଆରମ୍ଭ ହୋଇଛି ଏକ ସୁପର ଆପ୍ `SwaRail’।ରେଳଯାତ୍ରୀ ମାନଙ୍କର ଜରୁରୀ ଆବଶ୍ୟକତାକୁ ପୂରଣ କରିବ ସୁପର ଆପ୍। ସୁପର ଆପ୍ `SwaRail’ରେ ରେଳଯାତ୍ରୀ ସମସ୍ତ ତଥ୍ୟ ପାଇପାରିବେ। SwaRailରେ ଟିକେଟ ସଂରକ୍ଷଣ କରିହେବ, ଅଣସଂରକ୍ଷିତ ଟିକେଟ ବୁକ୍ କରିହେବ। ନୂଆ ଆପ୍ରେ ପ୍ଲାଟ୍ଫର୍ମ ଟିକେଟ, ପାର୍ସଲ ବୁକିଂ ଓ PNR ନମ୍ବର ଜାଣିହେବ।