ଓଡ଼ିଶା କଂଗ୍ରେସ ମୁଖିଆ ହେଲେ ଭକ୍ତ ଦାସ
ଓଏଲ୍ ବ୍ୟୁରୋ: ଓଡ଼ିଶା କଂଗ୍ରେସକୁ ମିଳିଲା ନୂଆ ମୁୁଖିଆ। କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା ପ୍ରଦେଶର କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରିଛି ଏଆଇସିସି। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପ୍ରେସ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛନ୍ତି। ସୂଚନାଥାଉକି, ସାଧାରଣ…