Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଆଇପିଏଲ୍‌ ୨୦୨୫ର ମ୍ୟାଚ ତାଲିକା

ଓଏଲ୍‌ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଲା। ପ୍ରକାଶ ପାଇଲା ୨୦୨୫ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ମ୍ୟାଚ ତାଲିକା। କେଉଁ ଦଳ କାହା ସହିତ କେଉଁ ପଡ଼ିଆରେ ଖେଳିବ ସେ ନେଇ ତାଲିକା ପ୍ରକାଶ ପାଇଛି। ଚଳିତଥର ଆଇପିଏଲ୍‌ର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଏହି ମ୍ୟାଚ ୨୨ ତାରିଖରେ ଖେଳାଯିବ। ସେହିପରି ଆଇପିଏଲ୍‌ର ଫାଇନାଲ ମୁକାବିଲା ମେ ୨୫ ତାରିଖରେ ଖେଳାଯିବ। ୧୩ଟି ଭେନ୍ୟୁରେ ୭୪ଟି ମ୍ୟାଚ ଖେଳାଯିବ।

Leave A Reply

Your email address will not be published.