Odisha Link
Bridging the Missing Links in Odisha

ରାଜ୍ୟରେ ବଢୁଛି ଅପରାଧ, ଚିନ୍ତା ବଢ଼ାଇଲା ଅପରାଧିକ କାର୍ଯ୍ୟକଳାପ ରିପୋର୍ଟ

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଚତୁର୍ଥ କାର୍ଯ୍ୟ ଦିବସ। ବିଭିନ୍ନ ବିଭାଗର ରହିଛି ପ୍ରଶ୍ନକାଳ। ଗୃହରେ ବିଭାଗୀୟ ମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି। ଏସବୁ ଭିତରେ ଚିନ୍ତା ବଢ଼ାଇଛି ରାଜ୍ୟରେ ଘଟୁଥିବା ଅପରାଧିକ ମାମଲା ସଂଖ୍ୟା। ୨୦୨୩ ତୁଳନାରେ ୨୦୨୪ରେ ଅପରାଧିକ ମାମଲା ବୃଦ୍ଧି ହୋଇଛି। ୨୦୨୩ରେ ୧,୯୯,୯୫୪ ଗୋଟି ଅପରାଧ ପଞ୍ଜିକୃତ ହୋଇଥିଲା। ୨୦୨୪ରେ ୨୧୪୧୧୩ ଗୋଟି ଅପରାଧ ପଞ୍ଜିକୃତ ହୋଇଛି।

Leave A Reply

Your email address will not be published.