Odisha Link
Bridging the Missing Links in Odisha
Daily Archives

March 18, 2025

ଶ୍ରୀମନ୍ଦିର: ଆସନ୍ତାକାଲି ୫ଘଣ୍ଟା ବନ୍ଦ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ୫ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ। ୧୯ତାରିଖ ବୁଧବାର ଚୈତ୍ର କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବନକଲାଗି ନୀତି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ନୀତି ଶେଷ ହେବା ପରେ ଆପାତତଃ ଅପରାହ୍ନ ୫ ଘଟିକା ଠାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ଏହି…

ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବୟସସୀମା…

ଓଏଲ୍‌ ବ୍ୟୁରୋ: ସ୍କୁଲ ସ୍ତରରେ ଲାଗୁ ହୋଇଛି ଜାତୀୟ ଶିକ୍ଷାନୀତି-୨୦୨୦। ଏହି ‘ଜାତୀୟ ଶିକ୍ଷାନୀତି’ ୨୦୨୪-୨୫ରୁ ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଏହା ସହ ପ୍ରଥମ ଶ୍ରେଣୀରେ ନାମଲେଖା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଟ୍ୱିଟ କରି ବଡ ସୂଚନା ଦିଆଯାଇଛି। ଟ୍ୱିଟ କରି ଗଣଶିକ୍ଷା…

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ…

ଓଏଲ୍‌ ବ୍ୟୁରୋ: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଅଧିକାରୀ ତାଙ୍କ ଘରେ ପହଞ୍ଚି ବୟାନ ରେକର୍ଡ କରିଛନ୍ତି। ଆଜି ବିରୋଧୀଙ୍କ ପକ୍ଷରୁ ଗୃହରେ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଉତ୍ତର ରଖି ଉପରୋକ୍ତ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ…

ରାଜ୍ୟରେ ବଢୁଛି ତାତି, ଜରୁରୀ ବୈଠକ…

ଓଏଲ୍‌ ବ୍ୟୁରୋ: ପ୍ରଚଣ୍ଡ ରୌଦ୍ରକୋପରେ ଛଟପଟ ସାରା ଓଡ଼ିଶା। ପଶ୍ଚିମଠାରୁ ଉପକୂଳ, ଉତ୍ତରରୁ ଦକ୍ଷିଣ ରାଜ୍ୟର ଅଧିକାଂଶ ଅଞ୍ଚଳ ଡହଡହ ଖରାରେ ସିଝୁଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢ଼ିବାରେ ଲାଗିଛି। ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା ନେଇ ଆଲୋଚନା କରିବା ପାଇଁ…

ଚିନ୍ତା ବଢ଼ାଇଛି ଶିଳ୍ପାଞ୍ଚଳର ପ୍ରଦୂଷଣ,…

ଓଏଲ୍‌ ବ୍ୟୁରୋ: ଚିନ୍ତା ବଢ଼ାଇଛି ଶିଳ୍ପାଞ୍ଚଳର ପ୍ରଦୂଷଣ। CEPI ରେଟିଂ ୨୦୧୮ ଅନୁଯାୟୀ ପାରାଦ୍ୱୀପକୁ ୬୦.୬୧ ସ୍କୋର ସହ ଅତ୍ୟଧିକ ପ୍ରଦ୍ୟୁଷିତ ଅଞ୍ଚଳ ଭାବେ ପାରାଦ୍ୱୀପ ଶିଳ୍ପାଞ୍ଚଳକୁ ଚିହ୍ନଟ କରାଯାଇଛି। ସେହିପରି ୪୬.୪୩ ସ୍କୋର ସହ ଅନୁଗୁଳ-ତାଳଚେର ଶିଳ୍ପାଞ୍ଚଳ ଓ ଅନ୍ୟାନ୍ୟ ପ୍ରଦ୍ୟୁଷିତ ଅଞ୍ଚଳକୁ…

୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ୬୩୦ ଶିଶୁ…

ଓଏଲ୍‌ ବ୍ୟୁରୋ: ଶିଶୁ ଓ କିଶୋର ହେଉଛନ୍ତି ଦେଶର ଭବିଷ୍ୟତ। ତେଣୁ ସେମାନଙ୍କ ଜୀବନ ଓ ସ୍ୱପ୍ନକୁ ସୁରକ୍ଷିତ କରିବା ପାଇଁ ଆମ ସମାଜକୁ ପିଲାଙ୍କ ଉପଯୋଗୀ କରିବାକୁ ହେବ। ଶିଶୁମାନଙ୍କର ଅଧିକାରକୁ ସୁନିଶ୍ଚିତ କରିବା ସହ ସେମାନଙ୍କୁ ଜୀବନରେ ପୂର୍ଣ୍ଣ ବିକଶିତ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ…

ରାଜାଚକ୍ରଙ୍କୁ ରିମାଣ୍ଡରେ ନେବାକୁ…

ଓଏଲ୍‌ ବ୍ୟୁରୋ: ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଆଗୁଆ ଜାମିନ ଆବେଦନକୁ ଉଚ୍ଚ ନ୍ୟାୟାଳୟ ବୁଧବାର ଖାରଜ କରିଥିବାବେଳେ ଗିରଫ ହୋଇଛନ୍ତି ବିଜେଡି ନେତା ରାଜା ଚକ୍ର। ଏନେଇ ସାମ୍ବାଦିକ ସମ୍ମିଳନୀ କରି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।…

ପାନୀୟ ଜଳ ପ୍ରକଳ୍ପ ନେଇ ମନ୍ତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: ଆଜି ପୁଣି ସରଗରମ ହୋଇଛି ବିଧାନସଭା। ଆଜି ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଥିବାବେଳେ ପଞ୍ଚାୟତିରାଜ ମନ୍ତ୍ରୀ ବଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ୍ ନିର୍ମାଣ ହେବ। ପାଣି ଆସିବା ନେଇ ଛତିଶଗଡ଼ ସହ ଆଲୋଚନା ହୋଇଛି। ଛତିଶଗଡ଼…

ମହାନଦୀ ଜଳବିବାଦରେ ପଡ଼ିବ…

ଓଏଲ୍‌ ବ୍ୟୁରୋ: ଆଜି ପୁଣି ସରଗରମ ହୋଇଛି ବିଧାନସଭା। ଆଜି ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଥିବାବେଳେ ପଞ୍ଚାୟତିରାଜ ମନ୍ତ୍ରୀ ବଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ୍ ନିର୍ମାଣ ହେବ। ପାଣି ଆସିବା ନେଇ ଛତିଶଗଡ଼ ସହ ଆଲୋଚନା ହୋଇଛି। ଛତିଶଗଡ଼…

ଗହଣା ପ୍ରେମୀଙ୍କୁ ମହଙ୍ଗା ମାଡ଼, ୯୦…

ଓଏଲ୍‌ ବ୍ୟୁରୋ: ଗହଣା ପ୍ରେମୀଙ୍କୁ ମହଙ୍ଗା ମାଡ଼। ବଢ଼ିଚାଲିଛି ସୁନା ଦର। ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର। ଜାନୁଆରୀରୁ ହୁ ହୁ ହୋଇ ବଢିଛି ସୁନା ଦର। ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୦ ହଜାର ଟଙ୍କା ରହିଛି। ସେହିପରି ୨୨…