Odisha Link
Bridging the Missing Links in Odisha

୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ବ..

ଓଏଲ୍‌ ବ୍ୟୁୁରୋ: ୨୦୨୪ ନିର୍ବାଚନରେ ହାରିବା ପରେ ଘର ସଜାଡ଼ିବା ଆରମ୍ଭ କରିଛି ବିଜୁ ଜନତା ଦଳ। ପ୍ରଥମେ ୧୮ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ହୋଇଥିବାବେଳେ ଆଜି ୬ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ହୋଇଛି।

୬ ଜିଲ୍ଲାର ବିଜେଡି ସଭାପତି:

କେନ୍ଦୁଝର – ଆଶିଷ ଚକ୍ରବର୍ତ୍ତୀ
ଭୁବନେଶ୍ୱର- ଅଶୋକ ଚନ୍ଦ୍ର ପଣ୍ଡା
ରାଉରକେଲା- ପ୍ରଦ୍ୟୁମ୍ନ ତ୍ରିପାଠୀ
ମୟୁରଭଞ୍ଜ(୨)- ଦେବାଶିଷ ମାରାଣ୍ଡି
ସମ୍ବଲପୁର-ରୋହିତ ପୂଜାରୀ
ବଲାଙ୍ଗୀର- ସରୋଜ କୁମାର ମେହେର

ପୂର୍ବରୁ ଘୋଷଣା ହୋଇଥିବା ୧୮ ଜିଲ୍ଲାର ବିଜେଡି ସଭାପତି:

ଅନୁଗୁଳ – ବ୍ରଜକିଶୋର ପ୍ରଧାନ
ବରଗଡ଼ – ସୁଶାନ୍ତ କୁମାର ମହାପାତ୍ର
ଭଦ୍ରକ – ଜଗନ୍ନାଥ ସ୍ୱାଇଁ
ବୌଦ୍ଧ – ପ୍ରଦୀପ ଅମାତ
ଦେବଗଡ଼ – ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ଗଜପତି – ପ୍ରଦୀପ ନାୟକ
ଜଗତସିଂହପୁର – ପ୍ରଶାନ୍ତ ମୁଦୁଲି
ଯାଜପୁର – ସରୋଜ କୁମାର ମହାପାତ୍ର
ଝାରସୁଗୁଡା – ହରିଶ ଗଣତ୍ରା
କନ୍ଧମାଳ – ପଦ୍ମନାଭ ବେହେରା
ମାଲକାନଗିରି – ମାନସ ମାଡକାମୀ
ମୟୂରଭଞ୍ଜ-୧ – ସୁଦାମ ମାର୍ଣ୍ଡି
ନବରଙ୍ଗପୁର – ମନୋହର ରନ୍ଧାରୀ
ନୟାଗଡ଼ – ରମେଶ ଚନ୍ଦ୍ର ବେହେରା
ନୂଆପଡ଼ା – ଅବନୀ ରଞ୍ଜନ ଯୋଶୀ
ପୁରୀ – ଉମାକାନ୍ତ ସାମନ୍ତରାୟ
ସୁବର୍ଣ୍ଣପୁର – ସରୋଜ କୁମାର କାମ୍ପା
ସୁନ୍ଦରଗଡ଼ – ଯୋଗେଶ ସିଂ