ଟ୍ରେଣ୍ଡ କରୁଛି ବୟକଟ୍ ତୁର୍କୀ,…
ଓଏଲ୍ ବ୍ୟୁରୋ: ବିଭିନ୍ନ ଭାରତୀୟ ସହରରେ ତୁର୍କୀକୁ ବ୍ୟାନ୍ ଟ୍ରେଣ୍ଡ୍ ଆରମ୍ଭ। ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ତୁର୍କୀ, ଅଜରବୈଜାନ ବୟକଟ୍। ପ୍ରଭାବିତ ହେବ ଦୁଇ ଦେଶର ପର୍ଯ୍ୟଟନ। ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିବା ପରେ ଅନେକ ସତ ସାମନାକୁ ଆସିଛି। ଭାରତ ବିରୋଧରେ ପାକିସ୍ତାନ ସହ ଠିଆ…