ଓଡ଼ିଶା ଗସ୍ତରେ ପିଏମ୍ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଟିମ୍, ଖଣିଜ ପାଣ୍ଠିର ହେବ ସମୀକ୍ଷା

ଓଏଲ୍ ବ୍ୟୁରୋ: ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ୨ ଜଣିଆ କେନ୍ଦ୍ରୀୟ ଟିମ୍। ଆଜିଠୁ ୨୩ ତାରିଖ ଯାଏଁ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ। କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ନେଇ ସମୀକ୍ଷା କରିବ ଟିମ୍। କେନ୍ଦୁଝରରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ। ପିଏମ୍ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଟିମ୍ ଓଡ଼ିଶା ଗସ୍ତ କରି ଖଣିଜ ପାଣ୍ଠିର ସମୀକ୍ଷା କରିବେ।