ଏନ୍କାଉଣ୍ଟର୍: ୨୬ ମାଓବାଦୀ ନିପାତ

ଓଏଲ୍ ବ୍ୟୁରୋ: ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ବଡ଼ ଧରଣର ମାଓ ଏନ୍କାଉଣ୍ଟର୍ ଏନ୍କାଉଣ୍ଟର ହୋଇଥିବା ଜଣା ପଡିଛି। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିୟମ ହୋଇଛି। ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ବେଳେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ୨୬ରୁ ଊର୍ଦ୍ଧ୍ବ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି।