Odisha Link
Bridging the Missing Links in Odisha
Daily Archives

June 18, 2025

ଅଗଷ୍ଟ ୧୫ରୁ ନୂଆ ଫାସ୍‌ଟ୍ୟାଗ୍‌ ନିୟମ,…

ଓଏଲ୍‌ ବ୍ୟୁରୋ: ଟୋଲ୍‌ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆସନ୍ତା ଅଗଷ୍ଟ ୧୫ରୁ ନୂଆ ଫାସ୍‌ଟ୍ୟାଗ୍‌ ନିୟମ ଲାଗୁ ହେବାକୁ ଯାଉଛି। ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଟ୍ୱିଟ କରି ଜଣାଇଛନ୍ତି। ଅଗଷ୍ଟ ୧୫ରୁ ନୂଆ ଫାସ୍‌ଟ୍ୟାଗ୍‌ ନିୟମ ଲାଗୁ ହେବ, ଯେଉଁଥିରେ ୩ ହଜାର ଟଙ୍କାରେ ବର୍ଷେ…

ସୁବ୍ରତ ସେନାପତି ଓ ରାଜକିଶୋର ପାଢ଼ୀଙ୍କୁ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ବାଲ୍‌ ସାହିତ୍ୟ ଓ ଯୁବ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ରାଜକିଶୋର ପାଢ଼ୀ ଓ ସୁବ୍ରତ ସେନାପତି। ରାଜକିଶୋର ପାଢ଼ୀ ପାଇବେ ଚଳିତ ବର୍ଷର ବାଲ୍‌ ସାହିତ୍ୟ ପୁରସ୍କାର। 'କେତେ ଫୁଲ ଫୁଟିଛି’ ପୁସ୍ତକ ପାଇଁ ପୁରସ୍କୃତ ହେବେ…

ରାଜ୍ୟରେ ବ୍ୟାପୁଛି ଝାଡ଼ାବାନ୍ତି,…

ଓଏଲ୍‌ ବ୍ୟୁରୋ: ପ୍ରଥମେ ଯାଜପୁର ପରେ ପରେ ବିଭିନ୍ନ ଜିଲ୍ଲାରେ ବ୍ୟାପୁଛି ଝାଡ଼ାବାନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ରାଜ୍ୟରେ ଡାଇରିଆ ଓ ଝାଡ଼ାବାନ୍ତି ପ୍ରସଙ୍ଗ ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଟିମ୍‌ ଓ ସ୍ୱାସ୍ଥ୍ୟ ବିଭାଗ ଯାଜପୁରର ସ୍ଥିତି…

ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା,…

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି। ଏହା ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କିଛିକିଛି ସ୍ଥାନରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।…