Odisha Link
Bridging the Missing Links in Odisha

ଦୁର୍ଘଟଣାରେ ଚାଲିଗଲା ଡିଏସ୍‌ପିଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌ ଧକ୍କାରେ ଡିଏସ୍‌ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଡିଏସ୍‌ପି ବଳରାମ ନାୟକଙ୍କ ମୃତ୍ୟୁ ହୋଇଛି।। ଡିଏସ୍‌ପି ଶ୍ରୀ ନାୟକ କେନ୍ଦୁଝର ଜିଲ୍ଲା…

ଶ୍ରୀମନ୍ଦିରରେ ଆଇପିଏଲ୍‌ ଟ୍ରଫି

ଓଏଲ୍‌ ବ୍ୟୁରୋ: ଆଉ ମାସକ ପରେ ଫଟାଫଟ୍‌ କ୍ରିକେଟର ମହାକୁମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆରମ୍ଭ ହେବ। ଏହାପୂର୍ବରୁ ଶ୍ରୀମନ୍ଦିର ପରିସରରେ ଦେଖିବାକୁ ମିଳିଛି ଆଇପିଏଲ୍‌ ଟ୍ରଫି। ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇପିଏଲ ଟ୍ରଫିକୁ ଶ୍ରୀମନ୍ଦିର…

ଓଏଏସ୍‌ ସ୍ତରରେ ବଡ଼ ଅଦଳବଦଳ

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଶୁକ୍ରବାର ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଚିଠିରେ ୩୯ ଜଣ ଓଏଏସ୍‌ ଅଫିସରଙ୍କୁ ଅଦଳବଦଳ କରାଯାଇଛି।

ଗୋଟିଏ ଆପ୍‌ରେ ହିଁ ପାଇବେ ଜିିଓ ଓ…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଭାରତରେ ଓଟିଟି ପ୍ଲାଟଫର୍ମର ଚାହିଦା ବଢ଼ିବାରେ ଲାଗିଛି। ଭାରତୀୟଙ୍କ ମନୋରଞ୍ଜନର ମାଧ୍ୟମ ସାଜିଛି ଓଟିଟି ପ୍ଲାଟଫର୍ମ। ଏହାକୁ ନଜରରେ ରଖି ମାର୍କେଟକୁ ଆସିଛି ନୂଆ ଓଟିଟି ପ୍ଲାଟଫର୍ମ। ଯାହାର ନାମ ହେଉଛି ଜିଓ ହଟ୍‌ଷ୍ଟାର (JioHotstar)।ଏହି ଓଟିଟି ପ୍ଲାଟଫର୍ମରେ ଦର୍ଶକ ଉଭୟ…

ଓଡ଼ିଶା କଂଗ୍ରେସ ମୁଖିଆ ହେଲେ ଭକ୍ତ ଦାସ

ଓଏଲ୍‌ ବ୍ୟୁରୋ: ଓଡ଼ିଶା କଂଗ୍ରେସକୁ ମିଳିଲା ନୂଆ ମୁୁଖିଆ। କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା ପ୍ରଦେଶର କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରିଛି ଏଆଇସିସି। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପ୍ରେସ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛନ୍ତି। ସୂଚନାଥାଉକି, ସାଧାରଣ…

କେଉଁ ବର୍ଷ କେତେ ଭାରତୀୟ ହୋଇଛନ୍ତି…

ଓଏଲ୍‌ ବ୍ୟୁରୋ: ବୁଧବାର ଅପରାହ୍ନରେ ୧୦୪ ଜଣ ପ୍ରତ୍ୟର୍ପିତ ପ୍ରବାସୀ ଭାରତୀୟଙ୍କୁ ନେଇ ଅମୃତସରରେ ଆମେରିକାର ସାମରିକ ସି-୧୭ ବିମାନ ଅବତରଣ କରିଛି। ଏଥିରେ ପଞ୍ଜାବର ୩୦ ଜଣ, ପଡ଼ୋଶୀ ହରିୟାଣାର ୩୩ ଜଣ, ଗୁଜୁରାଟର ୩୩ ଜଣ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରୁ ୩ ଜଣ ଲେଖାଏଁ ଏବଂ ଚଣ୍ଡିଗଡ଼ର ୨ ଜଣ ଅଛନ୍ତି।…

ବଜେଟ୍‌ ୨୦୨୫: ଜାଣନ୍ତୁ କେଉଁ ବିଭାଗକୁ…

ଓଏଲ୍‌ ବ୍ୟୁରୋ: ଲଗାତାର ୮ମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। ୨୦୨୫-୨୬ ବଜେଟରେ କିଛି ପ୍ରମୁଖ ଘୋଷଣା କରାଯାଇଥିବାବେଳେ, ଆୟକରକୁ ନେଇ ମଧ୍ୟ ବଡ଼ ଘୋଷଣା ହୋଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋଟ ୫୦ ଲକ୍ଷ ୬୫ ହଜାର ୩୪୫ କୋଟିର ବଜେଟ୍ ଘୋଷଣା ହୋଇଛି…

ମଧ୍ୟବିତ୍ତରୁ କୃଷି, ବଜେଟ୍‌ରେ କେଉଁ…

ଓଏଲ୍‌ ବ୍ୟୁରୋ: ସଂସଦରେ ବଜେଟ୍ ୨୦୨୫-୨୬ ଉପସ୍ଥାପିତ। ଗୃହରେ ବଜେଟକୁ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲାଗତାର ଅଷ୍ଟମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଥିଲେ। ପ୍ରାୟ ୧ ଘଣ୍ଟା ୧୭ ମିନିଟ୍‌ ଧରି ବଜେଟ୍‌ ଉପସ୍ଥାପନା କରିଥଇଲା ନିର୍ମଳା ସୀତାରମଣ।…

ବଜେଟ୍‌ ୨୦୨୫: କ’ଣ ହେବ ଶସ୍ତା,…

ଓଏଲ୍‌ ବ୍ୟୁରୋ: ଉପସ୍ଥାପିତ ହେଲା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍। ବିଭିନ୍ନ କ୍ଷେତ୍ର ପାଇଁ ବଡ଼ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ସବୁବେଳେ ବଜେଟ ଆସିଲେ ଲୋକଙ୍କର ନଜର ଥାଏ ଏଥର କଣ ଶସ୍ତା ହେଲା, କଣ ମହଙ୍ଗା ହେଲା। ତାଉପରେ ପକାନ୍ତୁ ନଜର। ଶସ୍ତା: ବୁଣାକାରଙ୍କ ପ୍ରସ୍ତୁତ…

ପ୍ରତି ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ୍‌…

ଓଏଲ୍‌ ବ୍ୟୁରୋ: ପ୍ରାୟ ୧ ଘଣ୍ଟା ୧୬ ମିନିଟ୍‌ ଧରି ବଜେଟ୍‌ ୨୦୨୫ ଉପସ୍ଥାପନା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଭିତରେ ବଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ। ୧୨ ଲକ୍ଷ ଆୟ ଯାଏ କର ଛାଡ଼ କଲେ କେନ୍ଦ୍ର ସରକାର। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ।…