Odisha Link
Bridging the Missing Links in Odisha

ଚୌକିରେ ବସିଥିବା ଅବସ୍ଥାରେ କ୍ୟାସିୟରଙ୍କ…

କେନ୍ଦୁଝର : କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରୁ କ୍ୟାସିୟରଙ୍କ ମୃତଦେହ ଉଦ୍ଧାର। ଏହି ଘଟଣାଟି କେନ୍ଦୁଝର ଜିଲ୍ଲା ମାଧପୁର ସ୍ଥିତ କୃଷି କାର୍ଯ୍ୟାଳୟରେ ଘଟିଛି। ସେ ଏକ ଚୌକିରେ ବସିଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…

ରାଜ୍ୟରେ କରୋନା: ୮୪ କରୋନା ପଜିଟିଭ୍…

ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୪୮୯ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି…

ଦିନ ୧୨ଟା ଯାଏଁ ଗୃହ ମୁଲତବି ରଖିଲେ…

ଭୁବନେଶ୍ୱର : ଷଷ୍ଠ ଦିନରେ ମଧ୍ୟ ବିଧାନସଭା ଅଚଳ। ଆଜି ଦିନ ୧୨ଟା ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି। ଗୃହରେ ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା ଯାଏଁ ଗୃହ କାର୍ଯ୍ୟ ମୁଲତବି ରଖିଲେ ବାଚସ୍ପତି । ପ୍ରକାଶ ଯେ, ଧାନ କିଣା ପ୍ରସଙ୍ଗରେ ଆଲୋଚନା ହେଉ। ମଣ୍ଡିରୁ ଚାଷୀଙ୍କର ଧାନ ଉଠାଇବାକୁ ସରକାର ପ୍ରତିଶ୍ରୁତି…

ଶ୍ରୀମନ୍ଦିରରେ ଡ୍ରୋନ୍ ଉଡ଼ାଇ ସୁରକ୍ଷା…

ପୁରୀ: ଶ୍ରୀମନ୍ଦିରରେ ଉପରେ ଡ୍ରୋନ୍ ଉଡ଼ାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲା NSG ଟିମ୍ । NSGର ୩ ଜଣିଆ ଟିମ୍‌ ପକ୍ଷରୁ ସୁରକ୍ଷା ଯାଞ୍ଚ କରିଛନ୍ତି। ଶ୍ରୀମନ୍ଦିରର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ ନେଇ ପ୍ରଶାସନ ସହ NSG ଟିମ୍ ଆଲୋଚନା କରିଛି । ପ୍ରକାଶ ଯେ, ଗୁରୁବାର ଭୋର ସମୟରୁ NSGର ୩ ଜଣିଆ…

ଅପରେସନ ସମୟରେ ଯୁବକ ମୃତ

କଟକ: ନର୍ସିଂହୋମରେ ଅପରେସନ ସମୟରେ ଯୁବକ ମୃତ। ଏହି ଘଟଣାଟି ଏକଡ଼ାଳସ୍ଥିତ ଶୁଶ୍ରୂଷା ନର୍ସିଂହୋମରେ ଘଟିଛି। ମୃତକ ଜଣଙ୍କ ହେଲେ ନିରାକର ରାଉତ। କ୍ଷତିପୂରଣ ବାବଦ ୨୦ ଲକ୍ଷ ଟଙ୍କା ସହିତ ନର୍ସିଂହୋମକୁ ସିଲ୍ କରିବା ଦାବିରେ ମୃତହେଦ ରଖି ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ବାଗଧରିଆ ଛକ ଠାରେ…

ନବବଧୂଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର,…

ପଟ୍ଟାମୁଣ୍ଡାଇ : ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ପୋଡି ମାରି ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏଭଳି ଅଭିଯୋଗ ମୃତ ମହିଳାଙ୍କ ବାପଘର ଲୋକ ଆଣିଛନ୍ତି। ମୃତକ ଜଣଙ୍କ ହେଲେ ମନୋହର ବିଶ୍ବାଳଙ୍କ ଝିଅ ଗୀତାଞ୍ଜଳି ବିଶ୍ବାଳ। ବଢ଼େଇ ପଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପ୍ରକାଶ ଯେ, ଦୀର୍ଘ ୮ ବର୍ଷ…

ବିଏମ୍‌ସି ହସ୍ପିଟାଲରେ ଆଜିଠୁ…

ଭୁବନେଶ୍ୱର: ବିଏମ୍‌ସି ହସ୍ପିଟାଲରେ ଆଜିଠୁ ଲିଙ୍ଗରାଜଙ୍କ ସେବାୟତଙ୍କୁ ଟିକା ଦିଆଯିବ। ଦୈନିକ ୫୦ଜଣଙ୍କୁ ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ସହରର ମୋଟ ୩୧ଟି ସେସନ୍‌ ସାଇଟ୍‌ରେ ଟିକା ଦିଆଯାଉଛି । ଆଜି ସୁଦ୍ଧା ୧ଲକ୍ଷ ୭ହଜାର ୬୭୮ଜଣଙ୍କୁ ଟିକା ଦିଆସରିଲାଣି । ଏହା ଭିତରେ ୪୦ହଜାର ୨୪୪…

ଭିଜିଲାନ୍ସ ଜାଲରେ ସରକାର ବାବୁ

ନୂଆପଡା : ନୂଆପଡ଼ା ଖଡିଆଳ ବନ ବିଭାଗ ରେଞ୍ଜର ସଦାନନ୍ଦ ସୁନାନିଙ୍କ ଘରେ  ଭିଜିଲାନ୍ସ ରେଡ଼୍‌। ସେହିପରି ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ ଜାରି ରଖିଛି ଭିଜିଲାନ୍ସ । ପ୍ରକାଶ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଡିଆଳ ବନ ବିଭାଗ ରେଞ୍ଜର ସଦାନନ୍ଦ ସୁନାନିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ…

ନୂଆ ପିସିସିଏଫ ଭାବେ ନିଯୁକ୍ତି ହେଲେ…

ଭୁବନେଶ୍ୱର: ଆଇଏଫଏସ ଶିଶିର କୁମାର ରଥଙ୍କୁ ନୂଆ ପିସିସିଏଫ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ରାଜ୍ୟ ବନ ସୁରକ୍ଷା ବଳର ମଧ୍ୟ ମୁଖ୍ୟ ଦାୟିତ୍ୱ ନିର୍ବାହ କରିବେ। ଜଙ୍ଗଲ ବିଭାଗର ପୂର୍ବତନ ପିସିସିଏଫ ଶଶୀ ପଲ୍ ଙ୍କ ଅବସର ପରେ ପିସିସିଏଫ ପଦ ଖାଲି ପଡିଥିଲା । ସେହି ପଦରେ ଶିଶିର ରଥଙ୍କୁ ନିଯୁକ୍ତ…

ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ,…

ଭୁବନେଶ୍ୱର: ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏହି ଘଟଣାଟି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଘଟିଛି ।ପ୍ରକାଶ ଯେ, ଗତକାଲି ମହିଳା ଜଣକ ରୁମ୍‌ରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ…