Odisha Link
Bridging the Missing Links in Odisha

କେବଳ କାର-ଖାନା ନୁହେଁ; ଏଥର ବିଜେପି…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା…

ସକାଳୁ ଡହଡହ ଖରା; ୧୦ ସହରରେ ତାପମାତ୍ରା…

ଓଏଲ୍‌ ବ୍ୟୁରୋ: ବଦଳିଲା ପାଣିପାଗ। ପୁଣି କଲବଲ କଲାଣି ତାତି। ଗତ କିଛି ଦିନ ଧରି ଥଣ୍ଡା ଓ କୋହଲା ପାଗ ପରେ ତାତି ବୃଦ୍ଧି ପାଇଛି। ଆଜିଠାରୁ ୪ ଦିନ ଯାଏଁ ଦିନ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୧୭ ଓ ୧୮ ତାରିଖ ବେଳକୁ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ହୋଇପାରେ। ୪୩ ରୁ ୪୫ ଡିଗ୍ରୀ…

ଆଉ ଦିନକ ପରେ ଶ୍ରୀରାମ ନବମୀ; ଅଯୋଧ୍ୟାକୁ…

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ପବିତ୍ର ଶ୍ରୀରାମ ନବମୀ। ଦେଶବ୍ୟାପୀ ପାଳିତ ହେବାକୁ ଯାଉଥିବା ପବିତ୍ର ରାମନବମୀ ଅବସରରେ ଦେବରାହା ହଂସ ବାବା ଟ୍ରଷ୍ଟ ପକ୍ଷରୁ ଉତ୍ତର ପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ମନ୍ଦିରକୁ ୧,୧୧,୧୧୧ କିଲୋ ଓଜନର ଲଡୁ ପଠାଯିବ ବୋଲି ଟ୍ରଷ୍ଟ କର୍ମକର୍ତ୍ତା ଅତୁଲ କୁମାର ସାକ୍ସେନା ସୂଚନା…

ନିର୍ବାଚନ ପୂର୍ବରୁ ମହଙ୍ଗା ମାଡ଼;…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ପୂର୍ବରୁ ସୁନା ଆଉ ତାପମାତ୍ରା ବଢୁଥିବାବେଳେ ଗ୍ରାହକଙ୍କ ପକେଟରେ ଆଉ ଏକ ମହଙ୍ଗା ମାଡ଼ ହୋଇଛି। ରାଜଧାନୀରେ ବଢୁଛି ପନିପରିବା ଦର। ହଠାତ୍ ଆଳୁ ଦର ବୃଦ୍ଧି ପାଇଛି। ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ହୋଇ କିଲୋ ୩୦ ଟଙ୍କା ହେଲାଣି। ତେବେ କେବଳ ଆଳୁ କାହିଁକି, ରୋଷେଇ ଘରର ଅନ୍ୟ…

ପୁଣିଥରେ ବିଜେଡିର ଅଭିଯୋଗ; ନିର୍ବାଚନ…

ଓଏଲ୍‌ ବ୍ୟୁରୋ: ପୁଣିଥରେ ବିଜେଡି ଅଭିଯୋଗ ଆଣିଛି। ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି। ବିଜେପି ନେତାଙ୍କ ବିରୋଧରେ ଫେରାଦ ହୋଇଛି ବିଜେଡି। ବିଜେପିର ପ୍ରାର୍ଥୀମାନେ ନିର୍ବାଚନ ଆଚରଣ ବିଧିଙ୍କୁ ଉଲଙ୍ଘନ କରୁଥିବା ଅଭିଯୋଗ କରିଛନ୍ତି। ପୁଲିସ କର୍ମଚାରୀ ଏବଂ ସରକାରୀ…

ବଢ଼ିବ କି ମାଛ ଦର? ଆଜିଠୁ ୨ ମାସ…

ଓଏଲ୍‌ ବ୍ୟୁରୋ: ମାଛ ମାନଙ୍କ ସଂରକ୍ଷଣ ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଓଡ଼ିଶା ଉପକୂଳରେ ଆଜିଠାରୁ ମାଛଧରା ନିଷେଧ। ନଦୀ ମୁହାଣ ଗୁଡିକରେ ବି ମାଛଧରାରେ ଅଙ୍କୁଶ ଲଗାଯାଇଛି। ଜୁନ ୧୪ ଯାଏ ଅର୍ଥାତ ୬୧ ଦିନ ପାଇଁ ଏହି କଟକଣା ଲାଗୁ ହୋଇଛି। ମତ୍ସ୍ୟ ସମ୍ପଦର ସଂରକ୍ଷଣ ଉଦ୍ଦେଶ୍ୟରେ ସରକାର…

କଂଗ୍ରେସର ଲୋକସଭା ପ୍ରାର୍ଥୀ ତାଲିକା:…

ଓଏଲ୍‌ ବ୍ୟୁରୋ: ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଏସବୁ ମଧ୍ୟରେ ତିନି ପ୍ରମୁଖ ଦଳ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଆସିନାହିଁ। ଏହାରି ମଧ୍ୟରେ କଂଗ୍ରେସ ୨୧ ଲୋକସଭା ଆସନରୁ ୧୭ ଆସନ ପାଇଁ…

କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା;…

ଓଏଲ୍‌ ବ୍ୟୁରୋ: ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଏସବୁ ମଧ୍ୟରେ ତିନି ପ୍ରମୁଖ ଦଳ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଆସିନାହିଁ। ଏହାରି ମଧ୍ୟରେ କଂଗ୍ରେସ ପ୍ରଥମ ପର୍ୟ୍ୟାୟରେ ଦଳ ୪୭ ଆସନ ପାଇଁ…

ମର୍ମନ୍ତୁଦ ଦୁର୍ଘଟଣା; ୭ ଜୀବନ୍ତ ଦଗ୍ଧ

ଓଏଲ୍‌ ବ୍ୟୁରୋ: ରାଜସ୍ଥାନ ସିକରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଟ୍ରକକୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା କାର୍। କାରରେ ନିଆଁ ଲାଗିଯିବାରୁ ୭ଜଣ ଜିଅନ୍ତା ଜଳିଯାଇଛନ୍ତି। ମୃତକଙ୍କ ମଧ୍ୟରେ ୨ଶିଶୁ ଓ ୩ଜଣ ମହିଳା ଥିବା ଜଣାପଡିଛି। ସୂଚନା ଅନୁସାରେ, ମୃତକ ଉତ୍ତର…

ବସ୍ ଦୁର୍ଘଟଣା: ୨୦ରୁ ଅଧିକ ଗୁରୁତର

ଓଏଲ୍‌ ବ୍ୟୁରୋ: ବୌଦ୍ଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଟ୍ରକକୁ ଧକ୍କା ଦେଇ ଓଲଟିଲା ବସ୍। ୨୦ ଗୁରୁତର ଭାବେ ଆହତ ହୋଇଛନ୍ତି। ଫୁଲବାଣୀ ଯାଉଥିବା ବେଳେ ରାଣୀପଦର ଘାଟି ଉପରେ ଦୁର୍ଘଟଣା ହୋଇଛି। ଆହୁରି ୨ରୁ ୩ ଜଣ ଫସିରହିଥିବା ସନ୍ଦେହ କରାଜୁରେଥିବାବେଳେ ଉଦ୍ଧାର କାର୍ଯ୍ୟ…